ସନ୍ଦେହରେ ଶ୍ରୀଲଙ୍କାର ଶାମିନ୍ଦା ଇରାଙ୍ଗାଙ୍କ ବୋଲିଂ ଆକ୍ସନ

ଦରହାମ୍‌: ସୋମବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଇରାଙ୍ଗାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି। ଇଂଲଣ୍ଡର ଟେଷ୍ଟାର-ଲି-ଷ୍ଟ୍ରିଟ୍‌ ସ୍ଥିତ ରିଭରସାଇଡ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୯ ୱିକେଟରେ ପରାଜିତ ହୋଇଥିଲା। ମ୍ୟାଚ୍‌ ବେଳେ କତ୍ତୃପକ୍ଷ ତାଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ୨ ସପ୍ତାହ ମଧ୍ୟରେ ତାଙ୍କର ବୋଲିଂ ଆକ୍ସନ ନେଇ ଆଇସିସିର ବରିଷ୍ଟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ପରୀକ୍ଷା ହେବ। ଅନ୍ୟପକ୍ଷରେ ଯେପର୍ଯ୍ୟନ୍ତ ତାଙ୍କ […]

Sri Lanka cricketer Shaminda Eranga deli

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 01:25 PM IST

ଦରହାମ୍‌: ସୋମବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଇରାଙ୍ଗାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି। ଇଂଲଣ୍ଡର ଟେଷ୍ଟାର-ଲି-ଷ୍ଟ୍ରିଟ୍‌ ସ୍ଥିତ ରିଭରସାଇଡ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୯ ୱିକେଟରେ ପରାଜିତ ହୋଇଥିଲା।

ମ୍ୟାଚ୍‌ ବେଳେ କତ୍ତୃପକ୍ଷ ତାଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ୨ ସପ୍ତାହ ମଧ୍ୟରେ ତାଙ୍କର ବୋଲିଂ ଆକ୍ସନ ନେଇ ଆଇସିସିର ବରିଷ୍ଟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ପରୀକ୍ଷା ହେବ। ଅନ୍ୟପକ୍ଷରେ ଯେପର୍ଯ୍ୟନ୍ତ ତାଙ୍କ ବୋଲିଂ ଆକ୍ସନ ଅବୈଧ ଘୋଷିତ ନ ହୋଇଛି ସେ ବୋଲିଂ କରିପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story