ଡବ୍ଲ୍ୟୁଟିଏ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କଲେ ସାଇନା-ହିଙ୍ଗସ୍‌ ଯୋଡି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ୨୦୧୬ ଓମେନ୍‌ ଟେନିସ୍‌ ଆସୋସିଏସନ୍‌ ଫାଇନାଲର ପ୍ରଥମ ମହିଳା ଯୋଡି ଭାବେ ଭାରତର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ଯୋଡି ମାର୍ଟିନା ହିଙ୍ଗିସ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ୩ ଥର ଡବ୍ଲ୍ୟୁଟିଏ ଫାଇନାଲ୍‌ ଡବଲ୍ସ ଚାମ୍ପିଅନ୍‌ ହୋଇଥିବା ମାର୍ଟିନା ହିଙ୍ଗିସ୍‌ କହିଛନ୍ତି,“ ସାନିଆଙ୍କ ସହ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ବହୁତ ଖୁସି। ଗତବର୍ଷ ସିଙ୍ଗାପୁରରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଆମେ ଦୁହେଁ ବେଶ୍ ଭଲ […]

saniamirza-m

saniamirza-m

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 05:23 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ୨୦୧୬ ଓମେନ୍‌ ଟେନିସ୍‌ ଆସୋସିଏସନ୍‌ ଫାଇନାଲର ପ୍ରଥମ ମହିଳା ଯୋଡି ଭାବେ ଭାରତର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ଯୋଡି ମାର୍ଟିନା ହିଙ୍ଗିସ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି।

୩ ଥର ଡବ୍ଲ୍ୟୁଟିଏ ଫାଇନାଲ୍‌ ଡବଲ୍ସ ଚାମ୍ପିଅନ୍‌ ହୋଇଥିବା ମାର୍ଟିନା ହିଙ୍ଗିସ୍‌ କହିଛନ୍ତି,“ ସାନିଆଙ୍କ ସହ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ବହୁତ ଖୁସି। ଗତବର୍ଷ ସିଙ୍ଗାପୁରରେ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଆମେ ଦୁହେଁ ବେଶ୍ ଭଲ ପ୍ରଦର୍ଶନ କରିଥିଲୁ। ଚଳିତ ବର୍ଷ ମଧ୍ୟ ଆମେ ସେହିପରି ପ୍ରଦର୍ଶନ କରିବାକୁ ଚେଷ୍ଠା କରିବେ।”

ଚଳିତବର୍ଷ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ସାନିଆ-ହିଙ୍ଗିସ୍‌ ଯୋଡି ଅଷ୍ଟ୍ରେଲିଆନ୍‌ ଓପନ୍‌ ସମେତ ୫ଟି ଟାଇଟେଲ୍‌ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story