ଭାରତୀୟ ବ୍ୟାଟିଂ କୋଚ୍‌ ନିଯୁକ୍ତି ପାଇଲେ ସଞ୍ଜୟ ବାଙ୍ଗର

ନୂଆଦିଲ୍ଲୀ: ଏକ ବର୍ଷ ପାଇଁ ଟିମ୍‌ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ଅନୀଲ କୁମ୍ବଲେ ନିଯୁକ୍ତି ପାଇଥିବା ବେଳେ ଆଜି ବିସିସିଆଇ ପକ୍ଷରୁ ସଞ୍ଜୟ ବାଙ୍ଗରଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ପାଇଁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି।

ବିସିସିଆଇ ଆଗାମୀ ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ପାଇଁ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍‌ ଭାବେ ନଯୁକ୍ତି ଦେଇଛି।