ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ସୀମା

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍ସର ଡସ୍‌କସ୍‌ ଥ୍ରୋ’ରେ ସ୍ୱର୍ଣ୍ଣ ବିଜୟିନୀ ସୀମା ପୁନିଆ ଆଜି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ୟୁନାଇଟେଡ୍‌ ଷ୍ଟେଟ୍ସ ସାଲିନାସ୍‌ (କାଲିଫର୍ଣ୍ଣିଆ)ରେ ଅନୁଷ୍ଠିତ ଏକ ଇଭେଣ୍ଟରେ ୬୨.୬୨ମି ଡିସ୍‌କସ୍‌ ଫିଙ୍ଗି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୨ ବର୍ଷୀୟ ସୀମା ରିଓ ଅଲିମ୍ପିକ୍‌ ପାଇଁ ଥିବା ଯୋଗ୍ୟତା ଅର୍ଜନ ପାଇଁ ୬୧.୦୦ ମି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ହାର୍ତନେଲ କଲେଜ୍‌ ଥ୍ରୋୟର କମ୍ପ୍ଲେକ୍ସରେ ସେ ଆଜି […]

seema punia

seema punia

Rakesh Mallick
  • Published: Sunday, 29 May 2016
  • Updated: 25 June 2016, 01:35 PM IST

Sports

Latest News

ନୂଆଦିଲ୍ଲୀ: ଏସିଆନ୍‌ ଗେମ୍ସର ଡସ୍‌କସ୍‌ ଥ୍ରୋ’ରେ ସ୍ୱର୍ଣ୍ଣ ବିଜୟିନୀ ସୀମା ପୁନିଆ ଆଜି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ୟୁନାଇଟେଡ୍‌ ଷ୍ଟେଟ୍ସ ସାଲିନାସ୍‌ (କାଲିଫର୍ଣ୍ଣିଆ)ରେ ଅନୁଷ୍ଠିତ ଏକ ଇଭେଣ୍ଟରେ ୬୨.୬୨ମି ଡିସ୍‌କସ୍‌ ଫିଙ୍ଗି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

୩୨ ବର୍ଷୀୟ ସୀମା ରିଓ ଅଲିମ୍ପିକ୍‌ ପାଇଁ ଥିବା ଯୋଗ୍ୟତା ଅର୍ଜନ ପାଇଁ ୬୧.୦୦ ମି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ହାର୍ତନେଲ କଲେଜ୍‌ ଥ୍ରୋୟର କମ୍ପ୍ଲେକ୍ସରେ ସେ ଆଜି ୬୨.୬୩ମି ଡିସ୍‌କସ୍‌ ଫିଙ୍ଗିଛନ୍ତି। ଏହା ଚଳିତ ସିଜିନ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

ସୀମା ତୃତୀୟ ଥର ପାଇଁ ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୦୪ ଏଥେନ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଭାଗ ନେଇଥିଲେ ।

କେନ୍ଦ୍ର ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ୍‌ ସ୍ମିମ୍‌ରେ ସୀମା ଏବେ ୟୁନାଇଟେଡ୍‌ ଷ୍ଟେଟ୍ସରେ ଟ୍ରେନିଂ ନେଉଛନ୍ତି।

ସେ ୨୦୦୬ ମେଲବୋର୍ଣ୍ଣ ଓ ୨୦୧୪ ରୌପ୍ୟ, ୨୦୧୦ ଦିଲ୍ଲୀ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଟୀ କ୍ରୀଡାରେ ବ୍ରୋଞ୍ଜ  ଓ ୨୦୧୪ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story