ଆଣ୍ଟି-ଡୋପିଂ ଶୁଣାଣିର ସମ୍ମୁଖୀନ ହେଲେ ସାରାପୋଭା

ଲଣ୍ଡନ: ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡୋପ୍‌ ଟେଷ୍ଟରେ ‍ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଟେନିସ୍‌ ଷ୍ଟାର ମାରିଆ ସାରାପୋଭା ଆଜି ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ(ଆଇଟିଏଫ୍‌)ର ଆଣ୍ଟି-ଡୋପିଂ ଶୁଣାଣିର ସମ୍ମୁଖୀନ ହୋଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ସାରାପୋଭା। ୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରାଯାଇଥିଲା। ୨୦୦୬ରୁ ସାରାପୋଭା ନେଉଥିବା […]

maria

maria

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 12:04 PM IST

ଲଣ୍ଡନ: ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡୋପ୍‌ ଟେଷ୍ଟରେ ‍ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିବା ଟେନିସ୍‌ ଷ୍ଟାର ମାରିଆ ସାରାପୋଭା ଆଜି ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ(ଆଇଟିଏଫ୍‌)ର ଆଣ୍ଟି-ଡୋପିଂ ଶୁଣାଣିର ସମ୍ମୁଖୀନ ହୋଇଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ସାରାପୋଭା।

୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରାଯାଇଥିଲା। ୨୦୦୬ରୁ ସାରାପୋଭା ନେଉଥିବା ଏକ ମେଡିସିନ୍‌କୁ ଚଳିତ ବର୍ଷ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସେ ଏ ନେଇ ଅବଗତ ନ ଥିଲେ। ତାଙ୍କର ଡୋପ୍ ଟେଷ୍ଟ କରାଯିବା ପରେ ମେଲୋଡ୍ରୋମ୍‌ ନାମକ ଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍ ତାଙ୍କୁ ନିଲମ୍ବିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story