କେମିତି ଅଛି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା? ମେଡିକାଲ୍‌ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ଅଗଣିତ ଫ୍ୟାନ୍ ଚିନ୍ତିତ ହୋଇଯାଇଛନ୍ତି। ଏବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲରୁ ବଡ଼ ଅପଡେଟ୍ ଆସିଛି। ଗାଙ୍ଗୁଲିଙ୍କର କିଛି ମେଡିକାଲ୍ ଟେଷ୍ଟ କରାଯିବ। ଯାହା ପରେ ତାଙ୍କର ଚିତିତ୍ସା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ କୌଣସି ନିଷ୍ପତ୍ତି ନିଆଯିବ। ଗାଙ୍ଗୁଲିଙ୍କ ଚିକିତ୍ସା କରୁଥିବା ପ୍ୟାନେଲର ଜଣେ ସିନିୟର ଡାକ୍ତର ଏହି ସୂଚନା […]

ganguly

ganguly

Ranjit Kumar Jena
  • Published: Thursday, 28 January 2021
  • Updated: 28 January 2021, 05:20 PM IST

Sports

Latest News

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ଅଗଣିତ ଫ୍ୟାନ୍ ଚିନ୍ତିତ ହୋଇଯାଇଛନ୍ତି। ଏବେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲରୁ ବଡ଼ ଅପଡେଟ୍ ଆସିଛି। ଗାଙ୍ଗୁଲିଙ୍କର କିଛି ମେଡିକାଲ୍ ଟେଷ୍ଟ କରାଯିବ। ଯାହା ପରେ ତାଙ୍କର ଚିତିତ୍ସା ପାଇଁ ପରବର୍ତ୍ତୀ ପଦକ୍ଷେପ ଉପରେ କୌଣସି ନିଷ୍ପତ୍ତି ନିଆଯିବ। ଗାଙ୍ଗୁଲିଙ୍କ ଚିକିତ୍ସା କରୁଥିବା ପ୍ୟାନେଲର ଜଣେ ସିନିୟର ଡାକ୍ତର ଏହି ସୂଚନା ଦେଇଛନ୍ତି।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲିଙ୍କୁ ବୁଧବାର ଛାତିରେ ପୁଣିଥରେ ଯନ୍ତ୍ରଣା ଅନୁଭୂତ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଉଏକ ଆଞ୍ଜିଓଗ୍ରାଫି କରାଯିବାର ସମ୍ଭାବନା ରହିଛି। ସମସ୍ତ ଟେଷ୍ଟ ପରେ ଡାକ୍ତର ଦାଦାଙ୍କର ୨ୟ ଷ୍ଟେନ୍ ଉପରେ କୌଣସି ନିଷ୍ପତ୍ତି ନେବେ।

ହସ୍ପିଟାଲର ଜଣେ ସିନିୟର ଡାକ୍ତର କହିଛନ୍ତି, ଗତ ରାତିରେ ଗାଙ୍ଗୁଲିଙ୍କୁ ଭଲ ନିଦ ଆସିଥିଲା। ସେ ଆଜି ସକାଳେ ହାଲୁକା ବ୍ରେକଫାଷ୍ଟ କରିଛନ୍ତି। ତାଙ୍କର ଆଜି କିଛି ଟେଷ୍ଟ କରାଯିବାକୁ ଅଛି, ଯାହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଜଣାଶୁଣା କାର୍ଡିଓଲୋଜିଷ୍ଟ ଦେବୀ ଶେଟ୍ଟୀ ଗାଙ୍ଗୁଲିଙ୍କୁ ସ୍ବାସ୍ଥ୍ୟାବସ୍ଥା ଦେଖିବା ପାଇଁ ଆଜି ହସ୍ପିଟାଲ ଆସିପାରନ୍ତି। ସେ ସବୁ ଟେଷ୍ଟ ରିପୋର୍ଟ ଦେଖିବା ପରେ ଗାଙ୍ଗୁଲିଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବୈଠକ କରିବେ।

ଆଜି ସକାଳେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି। ସେହିପରି ସିପିଆ (ଏମ୍) ନେତା ଅଶୋକ ଭଟ୍ଟାଚାର୍ଯ୍ୟ ମଧ୍ୟ ଗାଙ୍ଗୁଲିଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, କୋଲକାତା ପୁଲିସ୍ ବେହାଲାସ୍ଥିତ ଗାଙ୍ଗୁଲିଙ୍କ ବାସଭବନରୁ ସହଜରେ ହସ୍ପିଟାଲ୍ ପହଞ୍ଚିବା ପାଇଁ ଗ୍ରୀନ୍ କରିଡର୍ ପ୍ରସ୍ତୁତ କରିଛନ୍ତି। ଏହା ପୂର୍ବରୁ ଚଳିତ ମାସ ଆରମ୍ଭରୁ ଗାଙ୍ଗୁଲିଙ୍କୁ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ତାଙ୍କର ଚିକିତ୍ସା ପାଇଁ ୯ଜଣିଆ ଟିମ୍ ନିୟୋଜିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story