ଭାରତୀୟ ସବ୍‌ ଜୁନିୟର ଫୁଟ୍‌ବଲ ଟିମ୍‌ରେ ଓଡ଼ିଆ ପୁଅ ଶ୍ରୀକାନ୍ତ

ଭୁବନେଶ୍ୱର:ଭାରତୀୟ ସବ୍‌ ଜୁନିୟର ଫୁଟ୍‌ବଲ ଟିମ୍‌ରେ ଗୁରୁବାର ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଶ୍ରୀକାନ୍ତ ଭୋଇ। ବଲାଙ୍ଗିର ସ୍ପୋଟ୍ସ ହଷ୍ଟେଲର ଶ୍ରୀକାନ୍ତ ସବ୍‌ଜୁନିୟର ଏସିଆନ୍‌ ଚାମ୍ପିଅନ୍‌ସିପ ଖେଳିବେ। ଭୋପାଳରେ ଚାଲିଥିବା ୧୯ ବର୍ଷର କମ୍‌ ଭାରତୀୟ ଦଳରେ ସେ ଖେଳିବାକୁ ଚୟନ ହୋଇଛନ୍ତି। ଶ୍ରୀକାନ୍ତଙ୍କ ଘର ସମ୍ବଲପୁର ଜିଲ୍ଲା କବରପାଲ୍ଲୀ ଗାଁରେ।