ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଦୁଇଦିନରେ ଭାରତ-ପାକ୍‌ ମ୍ୟାଚ୍ ପାଇଁ ୧,୩୮,୧୦୧ ଟିକେଟ୍‌ ବିକ୍ରି

ଚଣ୍ଡିଗଡ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତା ୧୯ ତାରିଖ ଦିନ ଧର୍ମଶାଳାରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ଭେଟିବ। ଏଥିପାଇଁ ଆଜିଠୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଲାଣି। ଗତ ଦୁଇଦିନ ମଧ୍ୟରେ ମୋଟ୍‌ ୧ଲକ୍ଷ ୧୫ ହଜାର ୬୮୧ଟି ଟିକେଟ ମଧ୍ୟରୁ ଅନ୍‌ ଲାଇନ୍‌ରେ ୧ଲକ୍ଷ ୩୮ହଜାର ୧୦୧ଟି ଟିକେଟ୍‌ ବିକ୍ରି ହୋଇ ସାରିଲାଣି। ବାକି ଟିକେଟ ଲଟେରୀ କରାଯାଇ ବିକ୍ରି କରାଯିବ। ଏଥିରେ କୌଣସି ଘୋଟଲାକୁ ବରଦାସ୍ତ କରାଯିବ ନାହିଁ ବୋଲି ହିମାଞ୍ଚଳ […]

India-Vs-Pakistan-t-20

India-Vs-Pakistan-t-20

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 11:42 AM IST

Sports

Latest News

ଚଣ୍ଡିଗଡ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆସନ୍ତା ୧୯ ତାରିଖ ଦିନ ଧର୍ମଶାଳାରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ଭେଟିବ। ଏଥିପାଇଁ ଆଜିଠୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଲାଣି। ଗତ ଦୁଇଦିନ ମଧ୍ୟରେ ମୋଟ୍‌ ୧ଲକ୍ଷ ୧୫ ହଜାର ୬୮୧ଟି ଟିକେଟ ମଧ୍ୟରୁ ଅନ୍‌ ଲାଇନ୍‌ରେ ୧ଲକ୍ଷ ୩୮ହଜାର ୧୦୧ଟି ଟିକେଟ୍‌ ବିକ୍ରି ହୋଇ ସାରିଲାଣି।

ବାକି ଟିକେଟ ଲଟେରୀ କରାଯାଇ ବିକ୍ରି କରାଯିବ। ଏଥିରେ କୌଣସି ଘୋଟଲାକୁ ବରଦାସ୍ତ କରାଯିବ ନାହିଁ ବୋଲି ହିମାଞ୍ଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୨ ତାରିଖ ଯାଏଁ ଟିକେଟ ବିକ୍ରି ସମୟ ଥିବା ବେଳେ ହାତରେ ଆଉ ଟିକେଟ ନ ଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story