ପୂରଣ ହେଲା ନଟରାଜନଙ୍କ ମନସ୍କାମନା, ଧୋନିଙ୍କ ଭଳି କଲେ ଏମିତି କାମ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟର ତିନୋଟି ଫର୍ମାଟ୍ (ଟି-୨୦, ଦିନିକିଆ, ଟେଷ୍ଟ)ରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ହୋଇଥିବା ଟିମ୍ ଇଣ୍ଡିଆର ବାମହାତୀ ପେସର୍ ଟି. ନଟରାଜନ ଲଣ୍ଡା ହୋଇଛନ୍ତି। ରବିବାର ତାମିଲନାଡୁର ପଲାନୀ ମୁରୁଗାନ୍ ମନ୍ଦିରରେ ନଟରାଜନ ଏହି ମୁଣ୍ଡନ କରିଛନ୍ତି। ନଟରାଜନଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୨୦୧୧ ୱାର୍ଲ୍ଡ କପ୍ ଜିତିବା ପରେ ଲଣ୍ଡା ହୋଇଥିଲେ। ଏବେ ନଟରାଜନ୍ ଅଷ୍ଟ୍ରେଲିଆ ଗସ୍ତର ସଫଳତା ପରେ ଏଭଳି କାମ […]

natarajan

natarajan

Ranjit Kumar Jena
  • Published: Sunday, 31 January 2021
  • Updated: 31 January 2021, 09:23 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟର ତିନୋଟି ଫର୍ମାଟ୍ (ଟି-୨୦, ଦିନିକିଆ, ଟେଷ୍ଟ)ରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ହୋଇଥିବା ଟିମ୍ ଇଣ୍ଡିଆର ବାମହାତୀ ପେସର୍ ଟି. ନଟରାଜନ ଲଣ୍ଡା ହୋଇଛନ୍ତି। ରବିବାର ତାମିଲନାଡୁର ପଲାନୀ ମୁରୁଗାନ୍ ମନ୍ଦିରରେ ନଟରାଜନ ଏହି ମୁଣ୍ଡନ କରିଛନ୍ତି। ନଟରାଜନଙ୍କ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୨୦୧୧ ୱାର୍ଲ୍ଡ କପ୍ ଜିତିବା ପରେ ଲଣ୍ଡା ହୋଇଥିଲେ। ଏବେ ନଟରାଜନ୍ ଅଷ୍ଟ୍ରେଲିଆ ଗସ୍ତର ସଫଳତା ପରେ ଏଭଳି କାମ କରି ଧୋନିଙ୍କ ଭଳି ପ୍ରଶଂସିତ ହୋଇଛି।

Image

ନିକଟରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ନଟରାଜନ କହିଥିଲେ ଯେ ତାଙ୍କ ପାଇଁ ପୂରା ସିରିଜ୍ କୌଣସି ସ୍ୱପ୍ନଠାରୁ କମ୍ ନଥିଲା। ନଟରାଜନ ଅଷ୍ଟ୍ରେଲିଆରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଗସ୍ତ ପୂର୍ବରୁ ଟିମର ନେଟ୍ ବୋଲର ଭାବେ ଚୟନ ହୋଇଥିଲେ। ୨୯ ବର୍ଷୀୟ ନଟରାଜନ୍ ରବିବାର ଟୁଇଟର୍ ହ୍ୟାଣ୍ଡଲରେ ଏକ ଫଟୋ ଅପଲୋଡ୍ କରି ଲେଖିଛନ୍ତି, ଏବେ ମୁଁ ନିଜକୁ ଠିକ୍ ମନେ କରୁଛି।

https://twitter.com/Natarajan_91/status/1355760220375420930?s=20

ତାମିଲନାଡୁର ଚିନ୍ନାପାମପଟ୍ଟି ଗାଁରେ ରହୁଥିବା ନଟରାଜନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଥଥିଲା। ପଦାର୍ପଣ ମ୍ୟାଚରେ ସେ ୧୦ ଓଭରରେ ୭୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ସେହିପରି ନଟରାଜନ୍ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ୬ଟି ୱିକେଟ୍ ହାତେଇଥିଲେ।

ସୀମିତ ଓଭର୍ ସିରିଜ୍ ପରେ ନଟରାଜନଙ୍କୁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବା ପାଇଁ ବେଶୀ ଅପେକ୍ଷା କରିବାକୁ ପଡ଼ିନଥିଲା। ଏକାଧିକ ଖେଳାଳିଙ୍କ ଆହତ ହେବା ପରେ ନଟରାଜନଙ୍କୁ ସିରିଜର ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଥିଲା। ନଟରାଜନ୍ ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବୋଲିଂ କରି ୭୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story