କୋଚ୍‌ ମନୋନୟନ ପାଇଁ ଆହୁରି ସମୟ ଲାଗିବ: ଗାଙ୍ଗୁଲି

କୋଲକାତା: “ଭାରତୀୟ ଦଳର ମୁଖ୍ୟ କୋଚ ପରି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ଜଣେ ଭଲ କୋଚ୍‌ ମନୋନୟନ କରିବାକୁ ଆହୁରି ସମୟ ଲାଗିବ। ଟିମ୍‌ ଇଣ୍ଡିଆ ପାଇଁ ଜଣେ ଯୋଗ୍ୟ କୋଚ୍‌ ଖୋଜିବା ଟିକେ କଷ୍ଟକର।” ରବିବାର ଏହା କହିଛନ୍ତି ବିସିସିଆଇର ଉପଦେଷ୍ଟା କମିଟିର ସଦସ୍ୟ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଗାଙ୍ଗୁଲିଙ୍କ ଏହି ବକ୍ତବ୍ୟ ପରେ ଜୁନ୍‌ ୧୧ରୁ ଜିମ୍ବାୱେ ଗସ୍ତରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଯୋଜନା ରହିଥିବା […]

souravganguly

souravganguly

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 03:51 PM IST

Sports

Latest News

କୋଲକାତା: “ଭାରତୀୟ ଦଳର ମୁଖ୍ୟ କୋଚ ପରି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ଜଣେ ଭଲ କୋଚ୍‌ ମନୋନୟନ କରିବାକୁ ଆହୁରି ସମୟ ଲାଗିବ। ଟିମ୍‌ ଇଣ୍ଡିଆ ପାଇଁ ଜଣେ ଯୋଗ୍ୟ କୋଚ୍‌ ଖୋଜିବା ଟିକେ କଷ୍ଟକର।” ରବିବାର ଏହା କହିଛନ୍ତି ବିସିସିଆଇର ଉପଦେଷ୍ଟା କମିଟିର ସଦସ୍ୟ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ଗାଙ୍ଗୁଲିଙ୍କ ଏହି ବକ୍ତବ୍ୟ ପରେ ଜୁନ୍‌ ୧୧ରୁ ଜିମ୍ବାୱେ ଗସ୍ତରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଯୋଜନା ରହିଥିବା ବେଳେ ଫୁଲ୍‌ଟାଇମ୍‌ କୋଚ୍‌ ବିନା ଦଳ ଯାତ୍ରା କରିବା ଆଶା କରାଯାଉଛି।

ସେ କହିଛନ୍ତି,“ଜିମ୍ବାୱେ ଗସ୍ତ ନିକଟତର ହେଉଛି। ଦଳ ପାଇଁ ଜଣେ ଯୋଗ୍ୟ କୋଚ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ମନୋନୟନ ଆଉ କିଛି ମାସ ଲାଗିପାରେ।”

ଏହି ଉପଦେଷ୍ଟା କମିଟିରେ ମାଷ୍ଟରବ୍ଲାଷ୍ଟର ସଚୀନ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ରହିଛନ୍ତି।

ଜିମ୍ବାୱେ ଗସ୍ତ ପରେ ଜୁଲାଇ-ଅଗଷ୍ଟରେ ମେନ୍‌ ଇନ୍‌ ବ୍ଲ୍ୟୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଡନ୍‌କାନ୍‌ ଫ୍ଲେଚରଙ୍କ କୋଚ ଅବଧି ଶେଷ ହେବା ପରେ ଟିମ୍‌ ନିର୍ଦ୍ଦେଶକ ରବି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଦଳ ଟି-୨୦ ବିଶ୍ୱକପ୍‌ ଖେଳିଛି। ରବି ଶାସ୍ତ୍ରୀଙ୍କ ଅବଧି ମାର୍ଚ୍ଚ-ଏପ୍ରିଲରେ ଶେଷ ହୋଇଛି। ତେଣୁ ଦଳ କିପରି ଜିମ୍ବାୱେ ଗସ୍ତ କରିବ ସେନେଇ ‌ଆଶଙ୍କା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story