ଭାରତ ବିପକ୍ଷରେ ବାଂଲାଦେଶର ରେକର୍ଡ ଶୂନ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୭ ତାରିଖରେ ରାଜକୋଟ୍ ଏବଂ ତୃତୀୟ ଟି-୨୦ ୧୦ ତାରିଖରେ ନାଗପୁରରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ଟି-୨୦ ସିରିଜରେ ଭାରତକୁ ୧-୧ରେ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କିନ୍ତୁ ବାଂଲାଦେଶ ବିପକ୍ଷରେ ଭାରତ ତିନିମ୍ୟାଚର ଟି-୨୦ […]

ind-ban

ind-ban

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 06:46 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୭ ତାରିଖରେ ରାଜକୋଟ୍ ଏବଂ ତୃତୀୟ ଟି-୨୦ ୧୦ ତାରିଖରେ ନାଗପୁରରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ଟି-୨୦ ସିରିଜରେ ଭାରତକୁ ୧-୧ରେ ଡ୍ର'ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କିନ୍ତୁ ବାଂଲାଦେଶ ବିପକ୍ଷରେ ଭାରତ ତିନିମ୍ୟାଚର ଟି-୨୦ ସିରିଜର ସବୁ ମ୍ୟାଚ୍ ଜିତିବାକୁ ଚାହିଁବ। ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ରେକର୍ଡକୁ ଯଦି ନଜର ପକାଇବା, ତାହେଲେ ଟିମ୍ ଇଣ୍ଡିଆ ସବୁବେଳେ ବାଂଲା ଟାଇଗରକୁ ନୟାନ୍ତ କରିଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଭାରତୀୟ ଟିମ୍ ସବୁଯାକ ମ୍ୟାଚ୍ ଜିତିଛି। ବାଂଲାଦେଶ ବିପକ୍ଷରେ ଭାରତର ରେକର୍ଡ ଶତପ୍ରତିଶତ ରହିଛି। ବାଂଲାଦେଶ ଟିମ୍ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ହରାଇପାରିନାହିଁ।

ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ନଟ୍ଟିଂହାମରେ ୨୦୦୯ରେ ଟି-୨୦ ବିଶ୍ୱକପ୍ ବେଳେ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୨୫ ରନରେ ବିଜୟ ହାସଲ କରିଥିଲା। ଦୁଇ ଦେଶ ମଧ୍ୟରେ ଶେଷଥର ପାଇଁ ଟି-୨୦ ମ୍ୟାଚ୍ ନିଦାହାସ ଟ୍ରଫିର ଫାଇନାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ଶେଷ ବଲରେ ଛକା ମାରି ଭାରତକୁ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ବାଂଲାଦେଶ ଆଜି ପର୍ଯ୍ୟନ୍ତ ସେହି ପରାଜୟକୁ ଭୁଲିପାରିନାହିଁ।

ଭାରତ ମାଟିରେ ବାଂଲାଦେଶ ଟିମ୍ ଦ୍ୱିତୀୟଥର ପାଇଁ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବ। ଶେଷଥର ପାଇଁ ଏଠାରେ ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ଚମତ୍କାର ୱିକେଟ୍ କିପିଙ୍ଗ୍ ବଳରେ ଭାରତ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା। ତେଣୁ ବାଂଲାଦେଶ ଚଳିତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତକୁ ପ୍ରଥମଥର ପାଇଁ ଟି-୨୦ରେ ହରାଇବାକୁ ପ୍ରୟାସ କରିବ।

ଭାରତ-ବାଂଲାଦେଶ ଟି-୨୦ ଅନ୍ତର୍ଜାତୀୟ ରେକର୍ଡ
୧. ଭାରତ ୨୫ ରନରେ ବିଜୟୀ (ନଟ୍ଟିଂହାମ୍‌, ୬ ଜୁନ୍‌, ୨୦୦୯)
୨. ଭାରତ ୮ ୱିକେଟରେ ବିଜୟୀ (ଢ଼ାକା, ୨୮ ମାର୍ଚ୍ଚ, ୨୦୧୪)
୩. ଭାରତ ୪୫ ରନରେ ବିଜୟୀ (ଢ଼ାକା, ଫେବୃଆରୀ ୨୪, ୨୦୧୬)
୪. ଭାରତ ୮ ୱିକେଟରେ ବିଜୟୀ (ଢ଼ାକା, ମାର୍ଚ୍ଚ ୬, ୨୦୧୬)
୫. ଭାରତ ୧ ରନରେ ବିଜୟୀ (ବେଙ୍ଗାଲୁରୁ, ମାର୍ଚ୍ଚ ୨୩, ୨୦୧୬)
୬. ଭାରତ ୬ ୱିକେଟରେ ବିଜୟୀ (କଲମ୍ବୋ, ମାର୍ଚ୍ଚ ୮, ୨୦୧୮)
୭. ଭାରତ ୧୭ ରନରେ ବିଜୟୀ (କଲମ୍ବୋ, ମାର୍ଚ୍ଚ ୧୪, ୨୦୧୮)
୮. ଭାରତ ୪ ୱିକେଟରେ ବିଜୟୀ (କଲମ୍ବୋ, ମାର୍ଚ୍ଚ ୧୮, ୨୦୧୮)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story