ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱ ନେଲେ କୁମ୍ବଲେ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ନବ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ କୋଚ୍‌ ଦାୟିତ୍ୱ ଗଅହଣ କରିଛନ୍ତି। ତାଙ୍କ କୋଚିଂ କାଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା କରିଛନ୍ତି। ସେ କହିଛନ୍ତି, “ଆଗରୁ ଜଣେ ଖେଳାଳି ଭାବେ ଦଳରେ ଥିଲି। ବର୍ତ୍ତମାନ କୋଚ୍‌ ଭାବେ ଦଳରେ ସାମିଲ ହୋଇଛି। ଖାଳାଳି ଥିବା ସମୟରେ ମନରେ ଯେମିତି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମନୋଭାବ ଥିଲା ତାକୁ ପୁଣି ଥରେ ଡ୍ରେସିଂ ରୁମ୍‌ରେ ଆଣିବାକୁ […]

ANIL-KUMBLE

ANIL-KUMBLE

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 10:56 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ନବ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ କୋଚ୍‌ ଦାୟିତ୍ୱ ଗଅହଣ କରିଛନ୍ତି। ତାଙ୍କ କୋଚିଂ କାଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା କରିଛନ୍ତି।

ସେ କହିଛନ୍ତି, “ଆଗରୁ ଜଣେ ଖେଳାଳି ଭାବେ ଦଳରେ ଥିଲି। ବର୍ତ୍ତମାନ କୋଚ୍‌ ଭାବେ ଦଳରେ ସାମିଲ ହୋଇଛି। ଖାଳାଳି ଥିବା ସମୟରେ ମନରେ ଯେମିତି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମନୋଭାବ ଥିଲା ତାକୁ ପୁଣି ଥରେ ଡ୍ରେସିଂ ରୁମ୍‌ରେ ଆଣିବାକୁ ଚେଷ୍ଟା କରିବି।“

ଟେଷ୍ଟ କ୍ରିକେଟ୍‌ ଭବିଷ୍ୟତକୁ ନେଇ ସେ କହିଛନ୍ତି, “ବିସିସିଆଇ ଏହା ଉପରେ ଗୁରୁତ୍ୱ ଦେଉଛି। ଆସନ୍ତା ସିଜିନରେ ଭାରତୀୟ ଦଳ ୧୭ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos