ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଦାୟିତ୍ୱ ନେଲେ କୁମ୍ବଲେ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ନବ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ କୋଚ୍‌ ଦାୟିତ୍ୱ ଗଅହଣ କରିଛନ୍ତି। ତାଙ୍କ କୋଚିଂ କାଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା କରିଛନ୍ତି।

ସେ କହିଛନ୍ତି, “ଆଗରୁ ଜଣେ ଖେଳାଳି ଭାବେ ଦଳରେ ଥିଲି। ବର୍ତ୍ତମାନ କୋଚ୍‌ ଭାବେ ଦଳରେ ସାମିଲ ହୋଇଛି। ଖାଳାଳି ଥିବା ସମୟରେ ମନରେ ଯେମିତି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମନୋଭାବ ଥିଲା ତାକୁ ପୁଣି ଥରେ ଡ୍ରେସିଂ ରୁମ୍‌ରେ ଆଣିବାକୁ ଚେଷ୍ଟା କରିବି।“

ଟେଷ୍ଟ କ୍ରିକେଟ୍‌ ଭବିଷ୍ୟତକୁ ନେଇ ସେ କହିଛନ୍ତି, “ବିସିସିଆଇ ଏହା ଉପରେ ଗୁରୁତ୍ୱ ଦେଉଛି। ଆସନ୍ତା ସିଜିନରେ ଭାରତୀୟ ଦଳ ୧୭ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି।”

ଆହୁରି ପଢ଼ନ୍ତୁ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!