ଟିମ୍‌ରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି କୋହଲି: ଅମିତ ମିଶ୍ର

କାନ୍‌ବେରା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଆଜି ଅଧିନାୟକ ବିରାଟ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଲେଗ୍‌ ସ୍ପିନର ଅମିତ ମିଶ୍ର। ସେ କହିଛନ୍ତି,“ଭାରତର ଏହି ଅଧିନାୟକ ଜଣକ ଜଣେ ସକାରାତ୍ମକ ବ୍ୟକ୍ତି। ସେ ଟିମ୍‌ରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି। ବିରାଟ ସବୁ ବେଳେ ମତେ ସହଯୋଗ କରନ୍ତି। ଯେତେବେଳେ ମୁଁ କିଛି ବି ତାଙ୍କୁ କହିଛି ସେ ସବୁବେଳେ ମତେ ସହଯୋଗ କରିଛନ୍ତି। ତାଙ୍କ ସକାରାତ୍ମକ ଭାବନାର […]

Amit Mishra

Amit Mishra

Rakesh Mallick
  • Published: Monday, 11 July 2016
  • Updated: 11 July 2016, 05:49 PM IST

Sports

Latest News

କାନ୍‌ବେରା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଆଜି ଅଧିନାୟକ ବିରାଟ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଲେଗ୍‌ ସ୍ପିନର ଅମିତ ମିଶ୍ର।

ସେ କହିଛନ୍ତି,“ଭାରତର ଏହି ଅଧିନାୟକ ଜଣକ ଜଣେ ସକାରାତ୍ମକ ବ୍ୟକ୍ତି। ସେ ଟିମ୍‌ରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି। ବିରାଟ ସବୁ ବେଳେ ମତେ ସହଯୋଗ କରନ୍ତି। ଯେତେବେଳେ ମୁଁ କିଛି ବି ତାଙ୍କୁ କହିଛି ସେ ସବୁବେଳେ ମତେ ସହଯୋଗ କରିଛନ୍ତି। ତାଙ୍କ ସକାରାତ୍ମକ ଭାବନାର କୌଣସି ସୀମା ସରହଦ ନ ଥାଏ।”

ଗତକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଡ୍ର ରହିଥିବା ୱାର୍ମଅପ୍‌ ମ୍ୟାଚ୍‌ରେ ସେ ୪ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story