ଟିଟି ଚାମ୍ପିଅନସିପ୍‌ ଆରମ୍ଭ: ୩-୦ରେ ଜିତିଲା କେରଳ

ବରୋଦା: ବରୋଦା ସାମା ଇଣ୍ଡୋର କମ୍ପ୍ଲେକ୍ସରେ ଆଜିଠାରୁ ଆରମ୍ଭ ହୋଇଛି ୭୮ତମ ଜୁନିଅର ଆଣ୍ଡ ୟୁଥ୍‌ ନ୍ୟାସନାଲ ଟେବୁଲ ଟେନିଟ୍‌ ଚାମ୍ପିଅନସିପ୍‌। ଆଜି ପ୍ରଥମ ଦିନରେ କେରଳ ଗାର୍ଲ୍ସ ବିଜୟୀ ହୋଇଛନ୍ତି। କେରଳ ଗାର୍ଲ୍ସ ୦-୩ରେ ସେଟ୍‌ରେ ଦିଲ୍ଲୀ ଗାର୍ଲ୍ସକୁ ପରାସ୍ତ କରିଛି।

ବାଳକ ଯୁବ ବର୍ଗରେ ପ୍ରଥମ ରାଉଣ୍ଡର ଗ୍ରୁପ୍‌ ମ୍ୟାଚରେ ଅନୁମାନ କରାଯାଉଥିବା ଦଳ ଗୁଡ଼ିକ ବିଜୟୀ ହୋଇଛନ୍ତି।

ସେହିପରି ଜୁନିଅର ବାଳକ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଟିମ୍‌ଗୁଡ଼ିକ ବିଜୟୀ ହୋଇଛନ୍ତି।