ଭାରତର ୟୁ-୧୭ ଫୁଟବଲ୍‌ ବିଶ୍ୱକପ୍‌ ସ୍କ୍ୱାର୍ଡରେ ୫ ସ୍କାଉଟ୍‌ ଛାତ୍ର

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ଫୁଟବଲ୍‌ ବିଶ୍ୱକପ୍‌ ସ୍କ୍ୱାର୍ଡ ପାଇଁ ଆଜି ୫ ଜଣ ସ୍କାଉଟ୍‌ ଛାତ୍ର ଭାରତୀୟ ଦଳରେ ମନୋନିତ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ଏଆଇଏଫ୍‌ଏଫ୍‌ର ସ୍କ୍ୱାଉଟିଂ ନିର୍ଦ୍ଦେଶକ ଅଭିଶେଖ ଯାଦବ୍‌। ସେ କହିଛନ୍ତି,“୨ ଦିନିଆ କାର୍ଯ୍ୟକ୍ରମରେ ୨୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବଛାଯାଇଥିବା ୫ ଜଣ ହେଲେ ଅଗଷ୍ଟାସ୍‌ ନିକ୍ସନ୍‌, ଏନ୍‌ ଆନନ୍ଦ, ଅର୍ଜୁନ ସୁନୀଲ, ରିକ୍ସନ ଲୋବୋ ଓ ୟୁ.କେଲକର। ଏମାନେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଦୁବାଇ ଯିବେ। ଜର୍ମାନୀରେ […]

football1

football1

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 06:38 PM IST

Sports

Latest News

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ଫୁଟବଲ୍‌ ବିଶ୍ୱକପ୍‌ ସ୍କ୍ୱାର୍ଡ ପାଇଁ ଆଜି ୫ ଜଣ ସ୍କାଉଟ୍‌ ଛାତ୍ର ଭାରତୀୟ ଦଳରେ ମନୋନିତ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ଏଆଇଏଫ୍‌ଏଫ୍‌ର ସ୍କ୍ୱାଉଟିଂ ନିର୍ଦ୍ଦେଶକ ଅଭିଶେଖ ଯାଦବ୍‌।

ସେ କହିଛନ୍ତି,“୨ ଦିନିଆ କାର୍ଯ୍ୟକ୍ରମରେ ୨୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବଛାଯାଇଥିବା ୫ ଜଣ ହେଲେ ଅଗଷ୍ଟାସ୍‌ ନିକ୍ସନ୍‌, ଏନ୍‌ ଆନନ୍ଦ, ଅର୍ଜୁନ ସୁନୀଲ, ରିକ୍ସନ ଲୋବୋ ଓ ୟୁ.କେଲକର। ଏମାନେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଦୁବାଇ ଯିବେ। ଜର୍ମାନୀରେ ଏହି ଖେଳାଳିମାନେ ୟୁ-୧୭ର ମୁଖ୍ୟ କୋଚ୍‌ ନିକୋଲାଇ ଆଡମ୍‌ଙ୍କ କ୍ୟାମ୍ପରେ ଯୋଗ ଦେଇ ପ୍ରଶିକ୍ଷଣ ନେବେ।”

ଏହି ୧୭-ବର୍ଷରୁ କମ୍‌ ବିଶ୍ୱକପ୍‌ ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story