ଆହତ କାରଣରୁ ଜାମାଇକାର ଜାତୀୟ ଅଲିମ୍ପିକ୍‌ ଟ୍ରାଏଲରୁ ବାଦ୍‌ ପଡିଲେ ବୋଲ୍ଟ

କିଙ୍ଗଷ୍ଟନ୍‌ (ଜାମାଇକା): ରିଓ ଅଲିମ୍ପିକ୍‌ ପୂର୍ବରୁ ଜାମାଇକାର ଜାତୀୟ ଅଲିମ୍ପିକ୍‌ ଟ୍ରାଏଲରୁ ଶୁକ୍ରବାଦିନ ବାଦ୍‌ ପଡିଛନ୍ତି ବିଶ୍ୱର ଦ୍ରୁତତମ ଆଥ୍‌ଲେଟ୍‌ ତଥା ୧୦୦ ମିଟର ରେସ୍‌ରେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଉସେନ୍‌ ବୋଲ୍ଟ। ତାଙ୍କ ଜଙ୍ଘ ମାଂସପେଶୀରେ ଗୁରୁତର ଆହତ କାରଣରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ସୂଚନା ମିଳିଛି। ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ଏଥିରୁ ଖୁବ୍‌ଶୀଘ୍ର ମୁକ୍ତି ପାଇ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ସେ ଆଶା […]

ussen bolt

ussen bolt

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 10:52 AM IST

Sports

Latest News

କିଙ୍ଗଷ୍ଟନ୍‌ (ଜାମାଇକା): ରିଓ ଅଲିମ୍ପିକ୍‌ ପୂର୍ବରୁ ଜାମାଇକାର ଜାତୀୟ ଅଲିମ୍ପିକ୍‌ ଟ୍ରାଏଲରୁ ଶୁକ୍ରବାଦିନ ବାଦ୍‌ ପଡିଛନ୍ତି ବିଶ୍ୱର ଦ୍ରୁତତମ ଆଥ୍‌ଲେଟ୍‌ ତଥା ୧୦୦ ମିଟର ରେସ୍‌ରେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଉସେନ୍‌ ବୋଲ୍ଟ। ତାଙ୍କ ଜଙ୍ଘ ମାଂସପେଶୀରେ ଗୁରୁତର ଆହତ କାରଣରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ସୂଚନା ମିଳିଛି। ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ଏଥିରୁ ଖୁବ୍‌ଶୀଘ୍ର ମୁକ୍ତି ପାଇ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ସେ ଆଶା ରଖିଛନ୍ତି।

https://twitter.com/usainbolt/status/749065556121104385?ref_src=twsrc%5Etfw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story