ବିରାଟ କୋହଲି ହେଲେ ଏହି କମ୍ପାନୀର ପ୍ରଥମ ବ୍ରାଣ୍ଡ ଆମ୍ବାସଡର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଉବେର ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡ଼ର ବନିଛନ୍ତି। କମ୍ପାନୀ ନିଜର ପ୍ରଥମ ବ୍ରାଣ୍ଡ ଆମ୍ବାସଡର ଭାବେ କୋହଲିଙ୍କ ସହ ଚୁକ୍ତି କରିଛି। ଉବେର ଦେଶର ଭିନ୍ନ ଭିନ୍ନ ଅଂଶରେ ମୋବାଇଲ ଆପ୍‌ ଜରିଆରେ ଗାଡ଼ି ଭଡାରେ ଯୋଗାଇଥାଏ। ବିଶେଷ କରି ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗରରେ ଉବେରର ଭଲ ଚାହିଦା ରହିଛି। ବିରାଟ କହିଛନ୍ତି, “କ୍ରିକେଟ୍‌ ଖେଳାଳି ଭାବେ ମୁଁ ବହୁତ ଅଧିକ ଯାତ୍ରା କରିଥାଏ। ମୁଁ […]

viratkohli

viratkohli

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 08:13 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଉବେର ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡ଼ର ବନିଛନ୍ତି। କମ୍ପାନୀ ନିଜର ପ୍ରଥମ ବ୍ରାଣ୍ଡ ଆମ୍ବାସଡର ଭାବେ କୋହଲିଙ୍କ ସହ ଚୁକ୍ତି କରିଛି। ଉବେର ଦେଶର ଭିନ୍ନ ଭିନ୍ନ ଅଂଶରେ ମୋବାଇଲ ଆପ୍‌ ଜରିଆରେ ଗାଡ଼ି ଭଡାରେ ଯୋଗାଇଥାଏ। ବିଶେଷ କରି ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗରରେ ଉବେରର ଭଲ ଚାହିଦା ରହିଛି।

ବିରାଟ କହିଛନ୍ତି, “କ୍ରିକେଟ୍‌ ଖେଳାଳି ଭାବେ ମୁଁ ବହୁତ ଅଧିକ ଯାତ୍ରା କରିଥାଏ। ମୁଁ ଉବେରରେ ବୁକିଂର ସୁଖଦ ଅନୁଭୁତି ନେଇଛି। ଏହି କମ୍ପାନୀ ଟେକ୍ନୋଲୋଜିର ବ୍ୟବହାର କରି ସହରରେ ଲୋକଙ୍କ ଯାତାୟାତରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଆର୍ଥିକ ଭାବେ ମଧ୍ୟ ସଶକ୍ତ କରୁଛି। ମୁଁ ଏହି କମ୍ପାନୀର ଅଂଶ ହୋଇ ନିଜକୁ ବହୁତ ଉତ୍ସାହିତ ମନେ କରୁଛି।”

ବିରାଟଙ୍କ ସହ କମ୍ପାନୀର ଚୁକ୍ତି ଅବସରରେ ଉବେର ଇଣ୍ଡିଆ ଦକ୍ଷିଣ ଏସିଆ ପ୍ରାନ୍ତର ଅଧ୍ୟକ୍ଷ ଅମିତ ଜେନ୍‌ କହିଛନ୍ତି, “ଉବେର ଇଣ୍ଡିଆ ପାଇଁ କୋହଲିଙ୍କୁ ବ୍ରାଣ୍ଡ ଆମ୍ବାସଡର କରି ଆମେ ବହୁତ ଉତ୍ସାହିତ ଅଛୁ। ପଡ଼ିଆ ଭିତରେ ଓ ବାହାରେ ଭାରତ ପାଇଁ ତାଙ୍କ ପ୍ରତିବଦ୍ଧତା ସ୍ୱାଗତଯୋଗ୍ୟ।”

ଏହି ଅବସରରେ କୋହଲିଙ୍କ ତରଫରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ସେ ନିଜର ପ୍ରଥମ ରାଇଡ୍‌ର ଅନୁଭବ ବିଷୟରେ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story