ଟିମ୍ ଇଣ୍ଡିଆରେ ଧୋନୀଙ୍କ ବିରୋଧରେ ହେଉଛି ଚକ୍ରାନ୍ତ: ପ୍ରଶଂସକ କହିଲେ ଏହାପଛରେ ବିରାଟଙ୍କ ହାତ ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଦିନିକିଆରେ ଭାରତ ୨୧ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୩୪ ରନ କରିଥିବା ବେଳେ ଜବାବରେ ଭାରତ ମାତ୍ର ୩୧୩ ରନ କରିପାରିଥିଲା। ଗୋଟିଏ ସମୟରେ ଭାରତ ୨୬ ବଲରେ ଜିତିବା ପାଇଁ ୪୯ ରନ ବାକିଥିବା ବେଳେ ପଡିଆକୁ ଆସିଥିଲେ ଧୋନୀ। ମ୍ୟାଚ୍‌ ଫିନିସର୍‌ ଭାବେ ଜଣାଶୁଣା ଧୋନୀ କିନ୍ତୁ ଭାରତକୁ ଜିତାଇ ପାରିନଥିଲେ। ସେ ମାତ୍ର ୧୩ ରନ କରି ଆଉଟ୍‌ […]

dhoni-1_1506674759

dhoni-1_1506674759

Rakesh Mallick
  • Published: Friday, 29 September 2017
  • Updated: 29 September 2017, 03:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଦିନିକିଆରେ ଭାରତ ୨୧ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୩୪ ରନ କରିଥିବା ବେଳେ ଜବାବରେ ଭାରତ ମାତ୍ର ୩୧୩ ରନ କରିପାରିଥିଲା। ଗୋଟିଏ ସମୟରେ ଭାରତ ୨୬ ବଲରେ ଜିତିବା ପାଇଁ ୪୯ ରନ ବାକିଥିବା ବେଳେ ପଡିଆକୁ ଆସିଥିଲେ ଧୋନୀ। ମ୍ୟାଚ୍‌ ଫିନିସର୍‌ ଭାବେ ଜଣାଶୁଣା ଧୋନୀ କିନ୍ତୁ ଭାରତକୁ ଜିତାଇ ପାରିନଥିଲେ। ସେ ମାତ୍ର ୧୩ ରନ କରି ଆଉଟ୍‌ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ଧୋନୀ ୭ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଯାହାକୁ ନେଇ ଧୋନୀଙ୍କ ପ୍ରଶଂସକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କ କହିବା କଥା ଧୋନୀଙ୍କ ବିରୋଧରେ ଚକ୍ରାନ୍ତ ହେଉଛି। ଆଉ ଏହି ଚକ୍ରାନ୍ତ ବିରାଟ କୋହଲି ହିଁ କରୁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି ଧୋନୀଙ୍କୁ ୭ନମ୍ବରରେ କଣ ପାଇଁ ବ୍ୟାଟିଂ କରିବାକୁ ପଠାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story