ଟିମ୍ ଇଣ୍ଡିଆରେ ଧୋନୀଙ୍କ ବିରୋଧରେ ହେଉଛି ଚକ୍ରାନ୍ତ: ପ୍ରଶଂସକ କହିଲେ ଏହାପଛରେ ବିରାଟଙ୍କ ହାତ ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଦିନିକିଆରେ ଭାରତ ୨୧ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୩୪ ରନ କରିଥିବା ବେଳେ ଜବାବରେ ଭାରତ ମାତ୍ର ୩୧୩ ରନ କରିପାରିଥିଲା। ଗୋଟିଏ ସମୟରେ ଭାରତ ୨୬ ବଲରେ ଜିତିବା ପାଇଁ ୪୯ ରନ ବାକିଥିବା ବେଳେ ପଡିଆକୁ ଆସିଥିଲେ ଧୋନୀ। ମ୍ୟାଚ୍‌ ଫିନିସର୍‌ ଭାବେ ଜଣାଶୁଣା ଧୋନୀ କିନ୍ତୁ ଭାରତକୁ ଜିତାଇ ପାରିନଥିଲେ। ସେ ମାତ୍ର ୧୩ ରନ କରି ଆଉଟ୍‌ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ଧୋନୀ ୭ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଯାହାକୁ ନେଇ ଧୋନୀଙ୍କ ପ୍ରଶଂସକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କ କହିବା କଥା ଧୋନୀଙ୍କ ବିରୋଧରେ ଚକ୍ରାନ୍ତ ହେଉଛି। ଆଉ ଏହି ଚକ୍ରାନ୍ତ ବିରାଟ କୋହଲି ହିଁ କରୁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି ଧୋନୀଙ୍କୁ ୭ନମ୍ବରରେ କଣ ପାଇଁ ବ୍ୟାଟିଂ କରିବାକୁ ପଠାଯାଉଛି।

ଆହୁରି ପଢ଼ନ୍ତୁ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା