ରେହମାନ୍‌ଙ୍କ ଟ୍ୟୁନ୍‌ରେ ନାଚିବେ ବିରାଟ୍‌

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ୍‌ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ବହୁ ପାର୍ଟିରେ ଗୀତ ଗାଇନାଚି ଥିବା ଟିମଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ପଦ୍ମ ବିଭୂଷଣ ଏଆର ରେହମାନ୍‌ଙ୍କ ସଙ୍ଗୀତରେ ଡ୍ୟାନ୍ସ କରିବେ। Throwback to the day at the genius's recording studio, Mr. @arrahmanCandid one from the session.Had lots of fun 😎 pic.twitter.com/wKl2OWijz3 — Virat Kohli (@imVkohli) June 24, 2016 ପ୍ରିମିୟର ଫୁଟ୍‌ସାଲ୍‌ ଲିଗ୍‌(ଫୁଟ୍‌ବଲ୍‌ର ସଂକ୍ଷିପ୍ତ ଭର୍ସନ)ର […]

ar rehman and virat kohli

ar rehman and virat kohli

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 09:04 PM IST

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ୍‌ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ବହୁ ପାର୍ଟିରେ ଗୀତ ଗାଇନାଚି ଥିବା ଟିମଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ପଦ୍ମ ବିଭୂଷଣ ଏଆର ରେହମାନ୍‌ଙ୍କ ସଙ୍ଗୀତରେ ଡ୍ୟାନ୍ସ କରିବେ।

https://twitter.com/imVkohli/status/746304275014365188

ପ୍ରିମିୟର ଫୁଟ୍‌ସାଲ୍‌ ଲିଗ୍‌(ଫୁଟ୍‌ବଲ୍‌ର ସଂକ୍ଷିପ୍ତ ଭର୍ସନ)ର ଅଫିସିଆଲ୍‌ ଆନ୍ଥେମ୍‌ ପାଇଁ ସେ ରେହମାନଙ୍କ ସହ ଗୀତ ଗାଇ ଡ୍ୟାନ୍ସ କରିବା ଦେଖିବାକୁ ମିଳିବ। ଏହି ଗୀତଟିକୁ ରେହମାନ୍‌ ରଚନା କରିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାର ନାମ ରହିଛି ‘ନାମ୍‌ ହେ ଫୁଟ୍‌ସାଲ’।

ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଗୋଆ, କୋଚି, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ପରି ୮ଟି ଫ୍ରାଞ୍ଚାଇଜ୍‌ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ ୧୫ରୁ ୨୪ ମଧ୍ୟରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos