ଜାଣନ୍ତୁ କୋହଲିଙ୍କୁ କେମିତି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସେହୱାଗ

ଭୁବନେଶ୍ୱର: କ୍ରିକେଟ୍‌ରୁ ଅବସର ନେବା ପରେ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି ବୀରେନ୍ଦ୍ର ସେହୱାଗ। ବିଶେଷ କରି କ୍ରିକେଟର ଓ ଅନ୍ୟ ଖେଳାଳିଙ୍କୁ ଟ୍ୱିଟ୍‌ରରେ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଉଛନ୍ତି ସେହୱାଗ। ଏଥିପାଇଁ ସେ ଚର୍ଚ୍ଚାରେ ବି ରହୁଛନ୍ତି। ଆଜି ହେଉଛି ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ଆଉ ସେହୱାଗ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି। ସେହୱାଗ୍ ଟ୍ୱିଟ୍ କରି କହିଛନ୍ତି,“୮ ବର୍ଷ ତଳେ ଏହି […]

sehwag

sehwag

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 10:10 AM IST

Sports

Latest News

ଭୁବନେଶ୍ୱର: କ୍ରିକେଟ୍‌ରୁ ଅବସର ନେବା ପରେ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି ବୀରେନ୍ଦ୍ର ସେହୱାଗ। ବିଶେଷ କରି କ୍ରିକେଟର ଓ ଅନ୍ୟ ଖେଳାଳିଙ୍କୁ ଟ୍ୱିଟ୍‌ରରେ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଉଛନ୍ତି ସେହୱାଗ। ଏଥିପାଇଁ ସେ ଚର୍ଚ୍ଚାରେ ବି ରହୁଛନ୍ତି। ଆଜି ହେଉଛି ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ଆଉ ସେହୱାଗ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି।

ସେହୱାଗ୍ ଟ୍ୱିଟ୍ କରି କହିଛନ୍ତି,“୮ ବର୍ଷ ତଳେ ଏହି ଦିନଟିକୁ ଆମେ ସେପେଟା ଖାଇ ପାଳନ କରିଥାଆନ୍ତେ। କିନ୍ତୁ ଆଜି ମୁଁ ଭାବୁଛି ସମସ୍ତ ଅଟୋ/ଟାକ୍ସି ସେମାନଙ୍କ ମିଟର କଣ୍ଟାକୁ ୧୦୦ରୁ ଆରମ୍ଭ କରିବା ଉଚିତ। ହାପି ବାର୍ଥ ଡେ’ ବିରାଟ।”

https://twitter.com/virendersehwag/status/794616959245623296

ଗତକାଲି ମଲ୍ଲଯୋଦ୍ଧା ଯୋଗେଶ୍ୱରଙ୍କୁ ମଧ୍ୟ ସେହୱାଗ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story