ଯୁବରାଜ ଭାଙ୍ଗିଥିଲେ କୈଫଙ୍କ ହୃଦୟ, ଜାଣନ୍ତୁ କେବେ ଓ କାହିଁକି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ପ୍ରଖ୍ୟାତ ଯୋଡ଼ିଙ୍କ କଥା ଯଦି ଉଠାଇବା, ତାହେଲେ ଯୁବରାଜ ସିଂହ ଓ ମହମ୍ମଦ କୈଫ୍ ନାଁ ଆସିବା ସ୍ୱାଭାବିକ। ବିଶେଷକରି ୨୦୦୨ ନାଟୱେଷ୍ଟ ସିରିଜ୍ ଫାଇନାଲର ଐତିହାସିକ ବିଜୟ ପରେ ଏହି ଦୁଇ କ୍ରିକେଟରଙ୍କ ନାଁ ସର୍ବସମ୍ମୁଖକୁ ଆସିଥିଲା। ଯେଉଁଥିରେ ଭାରତ ଯୁବରାଜ ଓ କୈଫଙ୍କ ଦମରେ ୩୨୬ ରନର ବିଶାଳ ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଥିଲା। ୧୩ ଜୁଲାଇ, ୨୦୦୨ର ଦିନ ଭାରତୀୟ କ୍ରିକେଟ୍ ପାଇଁ ବହୁତ […]

kaif-and-yuvi

kaif-and-yuvi

Ranjit Kumar Jena
  • Published: Tuesday, 21 April 2020
  • Updated: 21 April 2020, 04:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ପ୍ରଖ୍ୟାତ ଯୋଡ଼ିଙ୍କ କଥା ଯଦି ଉଠାଇବା, ତାହେଲେ ଯୁବରାଜ ସିଂହ ଓ ମହମ୍ମଦ କୈଫ୍ ନାଁ ଆସିବା ସ୍ୱାଭାବିକ। ବିଶେଷକରି ୨୦୦୨ ନାଟୱେଷ୍ଟ ସିରିଜ୍ ଫାଇନାଲର ଐତିହାସିକ ବିଜୟ ପରେ ଏହି ଦୁଇ କ୍ରିକେଟରଙ୍କ ନାଁ ସର୍ବସମ୍ମୁଖକୁ ଆସିଥିଲା। ଯେଉଁଥିରେ ଭାରତ ଯୁବରାଜ ଓ କୈଫଙ୍କ ଦମରେ ୩୨୬ ରନର ବିଶାଳ ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଥିଲା। ୧୩ ଜୁଲାଇ, ୨୦୦୨ର ଦିନ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଖାସ୍ ସାବ୍ୟସ୍ତ ହୋଇଥିଲା। ଏହାର ୧୮ ବର୍ଷ ପରେ ପୁଣିଥରେ କୈଫ୍ ଓ ଯୁବରାଜଙ୍କ ସେହି ପାର୍ଟନରଶିପ୍ ଚର୍ଚ୍ଚାକୁ ଆସିଛି।

ଏହି ମ୍ୟାଚକୁ ମନେ ପକାଇ କୈଫ୍ କହିଛନ୍ତି, ଯୁବରାଜଙ୍କ ଆଉଟ୍ ହେବା ପରେ ତାଙ୍କୁ ଲାଗିଥିଲା ଯେ ଭାରତ ମ୍ୟାଚ୍ ହାରିଗଲା। କିନ୍ତୁ କୈଫ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ଜିତାଇଥିଲେ। କୈଫ୍ ଯୁବରାଜଙ୍କ ସହ ଇନଷ୍ଟାଗ୍ରାମ୍ ଲାଇଭ୍ ଚାଟରେ କହିଛନ୍ତି, ଆପଣ ଯେତେବେଳେ ଆଉଟ୍ ହେଲେ, ମୋତେ ଲାଗିଲା ଯେ ମ୍ୟାଚ୍ ଆମ ହାତରୁ ଖସିଗଲା। ଏହା ପରେ ମୋତେ ଲାଗୁଥିଲା ଯେପରି ଆମେ ମ୍ୟାଚ୍ ହାରିଯିବୁ। ମୁଁ ସେଟ୍ ହୋଇସାରିଥିଲି ଏବଂ ଆପଣ (ଯୁବି) କ୍ରିଜରେ ଥିବା ଦେଖି ମୋତେ ଲାଗିଲା, ଯଦି ଆମେ ଶେଷ ପର୍ଯ୍ୟନ୍ତ ଖେଳିଲୁ, ତାହେଲେ ନିଶ୍ଚିତ। କିନ୍ତୁ ଆପଣ ଆଉଟ୍ ହୋଇଗଲେ ଏବଂ ଭାରତର ଆଶା ହରାଇ ବସିଥିଲା। ମୋ ହୃଦୟ ମଧ୍ୟ ଭାଙ୍ଗିଯାଇଥିଲା। କିନ୍ତୁ ଶେଷରେ ଆମେ ବିଜୟୀ ହୋଇଥିଲୁ।

ସୂଚନାଯୋଗ୍ୟ, ଭାରତ ଏହି ମ୍ୟାଚରେ ଇଂଲଣ୍ଡରେ ୨ ୱିକେଟରେ ହରାଇ ଐସିହାସିକ ଟାଇଟଲ୍ ଜିତିଥିଲା। ଯୁବରାଜ ଏହି ମ୍ୟାଚରେ ୬୯ ରନର ଇନିଂସ୍ ଖେଳିଥିବା ବେଳେ କୈଫ୍ ୮୭ ରନ୍ କରି ଅପରାଜିତ ଥିଲେ। ଭାରତ ୧୪୬ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ କୈଫ୍ ଓ ଯୁବରାଜ ଷଷ୍ଠ ୱିକେଟ୍ ପାଇଁ ୧୨୧ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ମ୍ୟାଚ୍ ଜିତିବା ପରେ ଭାରତ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ନିଜ ଟି-ଶାର୍ଟ କାଢ଼ିଥିଲେ ଏବଂ ଐତିହାସିକ ଲର୍ଡ୍ସ ବାଲକୋନୀରେ ଉଡ଼ାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story