କାହିଁକି କୋଚ୍‌ ହୋଇପାରିଲେ ନାହିଁ ସେହୱାଗ:ରବି ଶାସ୍ତ୍ରୀଙ୍କୁ ଚାହୁଁ ନ ଥିଲେ ଗାଙ୍ଗୁଲି

ବେଶ କିଛିଦନର ବାଦ ବିବାଦ ପରେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତି ହୋଇସାରିଛି। ହେଲେ ଏହାକୁ ନେଇ ଚର୍ଚ୍ଚା ଥମିବାକୁ ନାଁ ଧରୁନି। ଟିମ୍‌ର ଅଧିନାୟକ କୋହଲଙ୍କ କଥା ଅନୁସାରେ ପରାମର୍ଶଦାତା କମିଟି ରବି ଶାସ୍ତ୍ରୀଙ୍କୁ କୋଚ୍‌ ନିଯୁକ୍ତି କରିଥିବା କହୁଯାଉଛି। ଏହି କମିଟିରେ ମହାନ କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ସହ ସୌରଭ ଗାଙ୍ଗୁଲି ଓ ଲକ୍ଷ୍ମଣ ଭାରତୀୟ ଟିମ୍ ପାଇଁ ନୂଆ କୋଚ୍‌ ଚୟନ ଦାୟିତ୍ୱରେ ଥିଲେ। ଟିମ୍‌ ଇଣ୍ଡିଆର କୋଚ୍‌ ପାଇଁ ଅନେକ […]

birat

birat

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 07:27 PM IST

ବେଶ କିଛିଦନର ବାଦ ବିବାଦ ପରେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତି ହୋଇସାରିଛି। ହେଲେ ଏହାକୁ ନେଇ ଚର୍ଚ୍ଚା ଥମିବାକୁ ନାଁ ଧରୁନି। ଟିମ୍‌ର ଅଧିନାୟକ କୋହଲଙ୍କ କଥା ଅନୁସାରେ ପରାମର୍ଶଦାତା କମିଟି ରବି ଶାସ୍ତ୍ରୀଙ୍କୁ କୋଚ୍‌ ନିଯୁକ୍ତି କରିଥିବା କହୁଯାଉଛି। ଏହି କମିଟିରେ ମହାନ କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ସହ ସୌରଭ ଗାଙ୍ଗୁଲି ଓ ଲକ୍ଷ୍ମଣ ଭାରତୀୟ ଟିମ୍ ପାଇଁ ନୂଆ କୋଚ୍‌ ଚୟନ ଦାୟିତ୍ୱରେ ଥିଲେ।

ଟିମ୍‌ ଇଣ୍ଡିଆର କୋଚ୍‌ ପାଇଁ ଅନେକ ଆବେଦନ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ରେସ୍‌ରେ ଥିଲେ ବିରେନ୍ଦ୍ର ସେହୱାଗ୍‌ ଓ ରବି ଶାସ୍ତ୍ରୀ। ଏହି ଦୁଇ ଜଣଙ୍କ ମଧ୍ୟରେ କଡ଼ା ଫାଇଟ୍‌ ଦେଖିବାକୁ ମିଳିଥିଲା। କାରଣ କାହାକୁ କୋଚ୍‌ ଭାବେ ନିଯୁକ୍ତି କରିବେ ପରାମର୍ଶଦାତା କମିଟି ନିଷ୍ପତ୍ତି ନେଇପାରୁନଥିଲା। ଶୁଣିବାକୁ ମିଳୁଛି ସୌରଭ ଗାଙ୍ଗୁଲି ସେହୱାଗଙ୍କୁ କୋଚ୍‌ କରିବା ପାଇଁ ଅଡି ବସିଥିବା ବେଳେ ଲକ୍ଷ୍ମଣ କିନ୍ତୁ ଶାସ୍ତ୍ରୀଙ୍କ ନାଁକୁ ଆଗକୁ ଆଣିଥିଲେ। ଏହାରି ମଧ୍ୟରେ ସଚିନ୍‌ଙ୍କ ନିଷ୍ପତ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ସଚିନ୍‌ ଏନେଇ ଅଧିନାୟକଙ୍କ ସହ କଥା ହେବାପରେ ନିଷ୍ପତ୍ତି ନେବା କଥା କହିଥିଲେ। ଏହାପରେ ଅଧିନାୟକ କୋହଲିଙ୍କ ସହ କଥା ହେବା ପରେ ସେ ଶାସ୍ତ୍ରୀଙ୍କ ନାଁ ସୁପାରିସ କରିଥଲେ। ଶେଷରେ ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story