ୟୁସୁଫ ପଠାନ ଏବେବି ଆମର ‘ଟ୍ରମ୍ପ କାର୍ଡ’: ଆକ୍ରମ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟିଂର ଜଲୱା ଦେଖାଇ ପାରି ନାହାନ୍ତି କୋଲାକାତା ନାଇଟ ରାଇଡର୍ସ ତରଫରୁ ଖେଳୁଥିବା ୟୁସୁଫ ପଠାନ। ତେବେ ଦଳର ବୋଲିଂ ପରାମର୍ଶଦାତା ୱାସିମ ଆକ୍ରମ ଆଶା ରଖିଛନ୍ତି ଯେ ଆଗକୁ ୟୁସୁଫ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇବେ। ସେ କହିଛନ୍ତି ଯେ ଏବେ ବି ଦଳ ପାଇଁ ୟୁସୁଫ ହେଉଛନ୍ତି ‘ଟ୍ରମ୍ପ କାର୍ଡ’। ଆକ୍ରମ କହିଛନ୍ତି, ୟୁସୁଫଙ୍କୁ ଏବେ ମାତ୍ର ୩୨ ବର୍ଷ ହୋଇଛି । ଏହି ଫର୍ମାଟରେ ସେ […]

Yusuf Pathan

Yusuf Pathan

Rakesh Mallick
  • Published: Sunday, 19 April 2015
  • Updated: 21 April 2015, 06:25 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟିଂର ଜଲୱା ଦେଖାଇ ପାରି ନାହାନ୍ତି କୋଲାକାତା ନାଇଟ ରାଇଡର୍ସ ତରଫରୁ ଖେଳୁଥିବା ୟୁସୁଫ ପଠାନ। ତେବେ ଦଳର ବୋଲିଂ ପରାମର୍ଶଦାତା ୱାସିମ ଆକ୍ରମ ଆଶା ରଖିଛନ୍ତି ଯେ ଆଗକୁ ୟୁସୁଫ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇବେ। ସେ କହିଛନ୍ତି ଯେ ଏବେ ବି ଦଳ ପାଇଁ ୟୁସୁଫ ହେଉଛନ୍ତି ‘ଟ୍ରମ୍ପ କାର୍ଡ’।

ଆକ୍ରମ କହିଛନ୍ତି, ୟୁସୁଫଙ୍କୁ ଏବେ ମାତ୍ର ୩୨ ବର୍ଷ ହୋଇଛି । ଏହି ଫର୍ମାଟରେ ସେ ଏବେ ବି ସବୁଠୁ ବଡ଼ ହିଟର୍। ସେ ତାଙ୍କ ଆତ୍ମବିଶ୍ୱାସକୁ ଉପଭୋଗ କରୁଛନ୍ତି। ତାଙ୍କ ଭଳି ଜଣେ ଖେଳାଳିଙ୍କୁ ଟିମରେ ସାମିଲ କରିବା ନିଶ୍ଚିତ ଭାବେ ଗୌରବର କଥା। ସେ ବୋଲିଂ କରିପାରିବେ, ବ୍ୟାଟିଂ କରିପାରିବେ ଓ ଫିଲ୍ଡିଂ ବି କରିପାରିବେ।

କୋଲକାତା ନାଇଟ ରାଇଡର୍ସ ମାତ୍ର ୩ଟି ମ୍ୟାଚ ଖେଳିଥିବା ବେଳେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ୨୮ ରନ୍ କରି ନଟ୍ ଆଉଟ ରହିଥିଲେ ୟୁସୁଫ। ତେବେ ଆଣ୍ଡ୍ରେ ରସେଲଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ୯୫ ରନର ପାର୍ଟନରସିପ୍ କରିଥିଲେ। ଫଳରେ ଦଳ ୪ ୱିକେଟରେ ଏହି ମ୍ୟାଚ୍ ଜିତି ଥିଲା।

ୟୁସୁଫ ଆଇପିଏଲର ପ୍ରଥମ ତିନି ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। ୨୦୧୧ରେ ତାଙ୍କୁ କିଣିଥିଲା କୋଲାକାତା ନାଇଟ ରାଇଡର୍ସ। ସେହିବର୍ଷଠାରୁ ସେ ଏହି ଟିମ୍ ସହିତ ଅଛନ୍ତି। ୨୦୧୨ ଓ ୨୦୧୪ ଆଇପିଏଲରେ ଦଳକୁ ଚାମ୍ପିଅନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story