ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଯୁବରାଜଙ୍କୁ ଜ୍ୱର: ଚିନ୍ତାରେ ଟିମ୍‌ ଇଣ୍ଡିଆ

ମୁମ୍ବାଇ:ଚଳିଚ ଚାମ୍ପିୟନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଖେଳିବା ପାଇଁ ଆସନ୍ତା ୪ତାରିଖ ଦିନ ପଡିଆକୁ ଓହ୍ଲାଇବ। ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ତାର ଅଭିଜାନ ଆରମ୍ଭ କରିବାକୁ ଯାଉଛି। ଜୁନ୍‌ ୧ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ତା ପୂର୍ବରୁ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜଲାଣ୍ଡ ସହ ୱାର୍ମଅପ ମ୍ୟାଚ୍‌ ଖେଳିଛି। ଯେଉଁଥିରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ […]

yuvraj-singh-unfit_806x605_61495901959

yuvraj-singh-unfit_806x605_61495901959

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 07:41 PM IST

Sports

Latest News

ମୁମ୍ବାଇ:ଚଳିଚ ଚାମ୍ପିୟନ୍ସ ଟ୍ରଫିରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଖେଳିବା ପାଇଁ ଆସନ୍ତା ୪ତାରିଖ ଦିନ ପଡିଆକୁ ଓହ୍ଲାଇବ। ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ତାର ଅଭିଜାନ ଆରମ୍ଭ କରିବାକୁ ଯାଉଛି। ଜୁନ୍‌ ୧ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ତା ପୂର୍ବରୁ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜଲାଣ୍ଡ ସହ ୱାର୍ମଅପ ମ୍ୟାଚ୍‌ ଖେଳିଛି। ଯେଉଁଥିରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଜ୍ୱର ଜନିତ କରାଣରୁ ମ୍ୟାଚ୍‌ରେ ଖେଳି ନାହାନ୍ତି। ଯାହା ଭାରତ ପାଇଁ ଚିନ୍ତାର ବିଷୟ ପାଲିଟିଛି। ଯାଦିଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ତେବେ ପାକିସ୍ତାନ୍ ବିପକ୍ଷ ମ୍ୟାଚ୍‌ ଖେଳିବେ କି ନାହିଁ ତାହା ଏବେବି ଆଶଙ୍କା ଭିତରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story