ଆସିଲାନି ୧୦୮ ଆମ୍ବୁଲାନ୍ସ, ଠେଲାଗାଡ଼ିରେ ବୁହା ହେଲେ ମୁମୂର୍ଷୁ ଯୁବକ

ସୋନପୁର: ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଗଲା। କିନ୍ତୁ ଆମ୍ବୁଲାନ୍ସ ଆସିଲା ନାହିଁ। ତେଣୁ ସ୍ଥାନୀୟ କିଛି ଲୋକ ଏକ ଠେଲାଗାଡ଼ିରେ ଯୁବକ ଜଣଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାଟି ଘଟିଛି ସୋନପୁର ସହରରେ। ବୁଧବାର ସୋନପୁର ସହରର ମଝିପଡ଼ା ମସଜିଦ ନିକଟରେ ରାସ୍ତା ଉପରେ ଜଣେ ଯୁବକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଲୋକେ […]

sonepur

sonepur

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 06:18 AM IST

sonepurସୋନପୁର: ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଗଲା। କିନ୍ତୁ ଆମ୍ବୁଲାନ୍ସ ଆସିଲା ନାହିଁ। ତେଣୁ ସ୍ଥାନୀୟ କିଛି ଲୋକ ଏକ ଠେଲାଗାଡ଼ିରେ ଯୁବକ ଜଣଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାଟି ଘଟିଛି ସୋନପୁର ସହରରେ।

ବୁଧବାର ସୋନପୁର ସହରର ମଝିପଡ଼ା ମସଜିଦ ନିକଟରେ ରାସ୍ତା ଉପରେ ଜଣେ ଯୁବକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତା’ସହିତ ନିକଟସ୍ଥ ଦମକଳ କେନ୍ଦ୍ରକୁ ମଧ୍ୟ ଫୋନ୍ କରି ଜଣାଇଥିଲେ। ଯୁବକ ଜଣଙ୍କ ପଡ଼ିଥିବା ସ୍ଥାନରୁ ଡାକ୍ତରଖାନା ଓ ଦମକଳ କେନ୍ଦ୍ର ମାତ୍ର ୧୦୦ ମିଟର ଦୂରରେ ଥିଲେ ସୁଦ୍ଧା ନା ଆସିଲା ଆମ୍ବୁଲାନ୍ସ ନା ଦମକଳ ଗାଡ଼ି। ଏହା ପରେ କିଛି ଲୋକ ଏକ ଠେଲାଗାଡ଼ିରେ ଯୁବକ ଜଣଙ୍କୁ ନେଇ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକ ଜଣକ ଜଣେ ମାନସିକ ରୋଗୀ। ସେ ସହରରେ ଏଣେତେଣେ ବୁଲୁ ଥିଲେ।

୧୦୮ ଆମ୍ବୁଲାନ୍ସ ନ ଆସିବା ଘଟଣାକୁ ନେଇ ସହରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମିତି ଅବହେଳାକୁ ଲୋକେ ସମାଲୋଚନା କରିଛନ୍ତି। ଠିକ୍ ସମୟରେ ଆମ୍ବୁଲାନ୍ସ ଆସିଥିଲେ ଯୁବକଙ୍କ ଜୀବନ ବଞ୍ଚିଯାଇଥାଆନ୍ତା ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story