୨୦୧୯ ନିର୍ବାଚନରେ ବିଜେଡିକୁ ମିଳିବ ବହୁମତ: ମନକଥା କହିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନରେ ପୁଣି ବିଜେଡିକୁ ମିଳିବ ବହୁମତ। ଏଥର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମେ କୌଣସି ଦଳ ସହ ମେଣ୍ଟ କରିବୁ ନାହିଁ। ଭୁବନେଶ୍ୱରରେ ‘ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗଦେଇ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମବଙ୍ଗର ପୂର୍ବଚନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ କି ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି-“ମୁଁ ଏଭଳି ପରିସଂଖ୍ୟାନରେ […]

2019-election-bjd-will-come-say-cm-naveen

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 08:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନରେ ପୁଣି ବିଜେଡିକୁ ମିଳିବ ବହୁମତ। ଏଥର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମେ କୌଣସି ଦଳ ସହ ମେଣ୍ଟ କରିବୁ ନାହିଁ। ଭୁବନେଶ୍ୱରରେ ‘ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲରେ ଯୋଗଦେଇ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପଶ୍ଚିମବଙ୍ଗର ପୂର୍ବଚନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ କି ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି-“ମୁଁ ଏଭଳି ପରିସଂଖ୍ୟାନରେ ବିଶ୍ୱାସ କରେ ନାହିଁ। ସରକାର ରାଜ୍ୟର ବିକାଶ ଲାଗି ଅନେକ କାମ କରିଛି। ସେଇ ଅଧାରରେ ଲୋକେ ପୁଣି ବିଜେଡିକୁ ଜିତାଇବେ। କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ଅବଲମ୍ବନ କରୁଛୁ।”

ନବୀନ କହିଛନ୍ତି-“ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରି କରିଛନ୍ତି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଚାଷୀଙ୍କ ଉପାର୍ଜନ ଦୁଇଗୁଣା ବଢ଼ିଛି। ରାଜ୍ୟ ସରକାରଙ୍କ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରି କରାଯାଉଥିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇଛି। ଖାଦ୍ୟ ସୁରକ୍ଷା ଆଇନ୍‌ରେ ବିପିଏଲ୍‌ ପରିବାରକୁ ୨୫ କେଜି ଟଙ୍କିକିଆ ଚାଉଳ ଯୋଗାଇ ଦିଆଯାଉଛି। ଗତ ଦୁଇ ବର୍ଷରେ ଗରିବଙ୍କୁ ଏକ ମିଲିଅନ୍‌ ପକ୍କା ଘର ଯୋଗାଇ ଦିଆଯାଇଛି।”

ସେ କହିଛନ୍ତି-“୧୯୯୯ ମହାବାତ୍ୟା ପରେ ୨୦୦୦ ମସିହାରେ ବିଜେଡି ସରକାରକୁ ଆସିଥିଲା। ବିଜେଡି ସରକାର ଗଢ଼ିବା ପରେ ପ୍ରଥମେ ବାତ୍ୟା, ବନ୍ୟା ଓ ମହାବାତ୍ୟାକୁ କିପରି ମୁକାବିଲା କରି ପାରିବ, ତାହା ଉପରେ ଯୋଜନା ପ୍ରସ୍ତୁତ କରିଥିଲା। ଯେଉଁଥିପାଇଁ ଆମେ ଫାଇଲିନ୍‌ ପରି ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story