ଏନ୍‌କାଉଣ୍ଟରରେ ୩ ପିଏଲ୍‌ଏଫ୍‌ଆଇ ମୃତ, ଖସି ଗଲା ଏରିଆ କମାଣ୍ଡର

ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତ ଗିରିଡା ଫାଣ୍ଡି ଅନ୍ତର୍ଗତ କୁଲାଟପୁ ଜଙ୍ଗଲରେ ପୋଲିସ୍‌ ଏନ୍‌କାଉଣ୍ଟରରେ ୩ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏନ୍‌କାଉଣ୍ଟରରେ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ଆହତ ହେବା ସହ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। କୁଲାଟପୁ ଜଣଙ୍ଗଲରେ ଆଜି ପୋଲିସ୍‌ ଓ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଏନ୍‌କାଉଣ୍ଟର ପରେ ପୋଲିସ୍‌ ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଏସ୍‌ଏଲ୍‌ଆର, ବହୁ ପରିମାଣରେ ବିସ୍ଫୋରକ ଜବତ କରିଛି। ଫେରାର ହୋଇ ଯାଇଥିବା […]

plfi

plfi

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 07:05 PM IST

Sports

Latest News

ରାଉରକେଲା: ଓଡିଶା-ଝାଡଖଣ୍ଡ ସୀମାନ୍ତ ଗିରିଡା ଫାଣ୍ଡି ଅନ୍ତର୍ଗତ କୁଲାଟପୁ ଜଙ୍ଗଲରେ ପୋଲିସ୍‌ ଏନ୍‌କାଉଣ୍ଟରରେ ୩ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏନ୍‌କାଉଣ୍ଟରରେ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ଆହତ ହେବା ସହ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି।

କୁଲାଟପୁ ଜଣଙ୍ଗଲରେ ଆଜି ପୋଲିସ୍‌ ଓ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଏନ୍‌କାଉଣ୍ଟର ପରେ ପୋଲିସ୍‌ ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଏସ୍‌ଏଲ୍‌ଆର, ବହୁ ପରିମାଣରେ ବିସ୍ଫୋରକ ଜବତ କରିଛି।

ଫେରାର ହୋଇ ଯାଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମ ସିଂହଭୂମ ଜିଲ୍ଲାର ଏରିଆ କମାଣ୍ଡର ଦିନେଶ ଗୋପ ଏବଂ  ଅନ୍ୟ ଜଣେ ଯୋଗେଶ୍ୱର ସିଂ ବୋଲି ଜଣାପଡିଛି।

ଆହତ ପିଏଲ୍‌ଏଫ୍‌ଆଇଙ୍କୁ ଧରିବାକୁ ସିମଡେଗା ଏସ୍‌ପି ରାଜୀବ ରଞ୍ଜନ, ଅତିରିକ୍ତ ପୋଲିସ୍‌ ଫୋର୍ସ ଓ ସିଆରପିଏଫ୍‌ ସହ ଅଞ୍ଚଳରେ ଯାଞ୍ଚ ଚଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story