ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ୩୦ଲକ୍ଷ ଟଙ୍କା ଜବତ ଘଟଣା: ଆୟକର ବିଭାଗର ଖୋଳତାଡ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ଗତକାଲି ପ୍ରାୟ ୨୯ ଲକ୍ଷ ୫୦ହଜାର ଟଙ୍କା ଜବତ ଘଟଣାର ଆୟକର ବିଭାଗ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣାରେ ଅଟକ ଦୁଇ ବ୍ୟବସାୟୀ ଓ କାର ଡ୍ରାଇଭରକୁ ପଚରାଉଚରା କରିବା ପାଇଁ ଭୁବନେଶ୍ୱର ଆଣା ଯାଇଥିବା ଆୟକର ବିଭାଗ ଇନଭେଷ୍ଟିଗେସନ୍‌ ଆସିଷ୍ଟାଣ୍ଟ ଡାଇରେକ୍ଟର ମନୋରଞ୍ଜନ ରଥ କହିଛନ୍ତି। ବ୍ୟବସାୟୀ ଦୁଇଜଣ କଟକ ମାଲଗୋଦାମରୁ ଟଙ୍କା କଲେକ୍‌ସନ୍‌ କରି ଜଳେଶ୍ୱର ଯାଉଥିଲେ ବୋଲି ପୋଲିସକୁ କହିଛନ୍ତି। ଗତକାଲି […]

ruppees

ruppees

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 04:00 PM IST

Sports

Latest News

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ଗତକାଲି ପ୍ରାୟ ୨୯ ଲକ୍ଷ ୫୦ହଜାର ଟଙ୍କା ଜବତ ଘଟଣାର ଆୟକର ବିଭାଗ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣାରେ ଅଟକ ଦୁଇ ବ୍ୟବସାୟୀ ଓ କାର ଡ୍ରାଇଭରକୁ ପଚରାଉଚରା କରିବା ପାଇଁ ଭୁବନେଶ୍ୱର ଆଣା ଯାଇଥିବା ଆୟକର ବିଭାଗ ଇନଭେଷ୍ଟିଗେସନ୍‌ ଆସିଷ୍ଟାଣ୍ଟ ଡାଇରେକ୍ଟର ମନୋରଞ୍ଜନ ରଥ କହିଛନ୍ତି।

ବ୍ୟବସାୟୀ ଦୁଇଜଣ କଟକ ମାଲଗୋଦାମରୁ ଟଙ୍କା କଲେକ୍‌ସନ୍‌ କରି ଜଳେଶ୍ୱର ଯାଉଥିଲେ ବୋଲି ପୋଲିସକୁ କହିଛନ୍ତି।

ଗତକାଲି କଟକ ଜିଲ୍ଲା ଅନ୍ତର୍ଗତ ମଙ୍ଗୁଳି-ଟାଙ୍ଗୀ ମଝିରେ  ଥିବା ଟୋଲଗେଟ୍‌ରେ ଏକ କାରରୁ ୧୭ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ସହ ୨୯ ଲକ୍ଷ ଟଙ୍କା ୫୦ହଜାର ଟଙ୍କା ଜବତ କରାଯାଇଥିଲା। ଟାଙ୍ଗୀ ପୋଲିସ୍‌ ପକ୍ଷରୁ ଟୋଲଗେଟରେ କାର୍‌ ଯାଞ୍ଚ ବେଳେ ଗତକାଲି ଏହି ବିପୁଳ ପରିମାଣରେ ଅର୍ଥ ଜବତ କରାଯାଇଥିଲା। ଦୁଇଟି ବସ୍ତାରେ ଏହିସବୁ ଟଙ୍କା ଚାଲାଣ ହେଉଥିଲା। ଜବତ ନୋଟ୍‌ ଭିତରେ ୬ଲକ୍ଷ ଟଙ୍କା ୧୦୦ ଟଙ୍କିଆ ଓ ଏକ ଲକ୍ଷ ଟଙ୍କାର ୨୦ ଟଙ୍କିଆ ନୋଟ୍‌ ରହିଛି। ଏହି ଘଟଣାରେ ଟାଙ୍ଗୀ ପୋଲିସ୍‌ ଟଙ୍କା ନେଇ ଯାଉଥିବା ଜଳେଶ୍ୱରର ମନୋରଞ୍ଜନ ଦାସଙ୍କ ସମେତ ଦୁଇ ବ୍ୟବସାୟୀ ଓ କାର ଡ୍ରାଇଭରକୁ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story