ମାଛ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ ଏହି ଉପାୟ

ମାଛ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ହେଲେ ଆମେ ଯେଉଁ ପାତ୍ରରେ ମାଛ ରୋଷେଇ କରିଥାଉ କିମ୍ୱା ଯେଉଁ ପ୍ଲେଟ୍‌ରେ ଖାଇଥାଉ ତା ବାସ୍ନା ଶୀଘ୍ର ଯାଇ ନଥାଏ। ଯଦ୍ୱାରା ବିରକ୍ତି ଲାଗିଥାଏ। ଆପଣ ମଧ୍ୟ ଏପରି ସମସ୍ୟାରେ ପଡ଼ିଥାଇ ପାରନ୍ତି। ହେଲେ ଚିନ୍ତା କରନ୍ତୁ ନାହିଁ ଆଜି ଏପରି କିଛି ଟିପ୍ସ ଦେବୁ ଅତି ସହଜରେ ଆପଣଙ୍କ ବାସନରୁ ବାସ୍ନା ଉଡ଼ିଯିବ। ଲେମ୍ୱୁ:  ବାସନରୁ ଆଇଁଷ ବାସ୍ନା ହଟାଇବା ପାଇଁ ଲେମ୍ୱୁ ଚୋପା ଘୋଷନ୍ତୁ। […]

fish

fish

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 09:29 AM IST

ମାଛ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ହେଲେ ଆମେ ଯେଉଁ ପାତ୍ରରେ ମାଛ ରୋଷେଇ କରିଥାଉ କିମ୍ୱା ଯେଉଁ ପ୍ଲେଟ୍‌ରେ ଖାଇଥାଉ ତା ବାସ୍ନା ଶୀଘ୍ର ଯାଇ ନଥାଏ। ଯଦ୍ୱାରା ବିରକ୍ତି ଲାଗିଥାଏ। ଆପଣ ମଧ୍ୟ ଏପରି ସମସ୍ୟାରେ ପଡ଼ିଥାଇ ପାରନ୍ତି। ହେଲେ ଚିନ୍ତା କରନ୍ତୁ ନାହିଁ ଆଜି ଏପରି କିଛି ଟିପ୍ସ ଦେବୁ ଅତି ସହଜରେ ଆପଣଙ୍କ ବାସନରୁ ବାସ୍ନା ଉଡ଼ିଯିବ।

ଲେମ୍ୱୁ:  ବାସନରୁ ଆଇଁଷ ବାସ୍ନା ହଟାଇବା ପାଇଁ ଲେମ୍ୱୁ ଚୋପା ଘୋଷନ୍ତୁ। ଏହାପରେ ଏହାକୁ ୨୦ ମିନିଟ୍ ଛାଡ଼ି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏକ  କପଡ଼ାରେ ଲେମ୍ୱୁ ରସ ମିଶାଇ ବାସନକୁ  ସଫା ମଧ୍ୟ କରିପାରିବେ।

ଭିନେଗାର: ଭିନେଗାର କେବଳ ବାସନର ମଇଳା ସଫା କରେ ନାହିଁ ଏହା ବାସନକୁ ଚକ୍‌ଚକ୍‌ ମଧ୍ୟ କରିଥାଏ। ଯଦି ଆପଣ ବାସନରୁ ବାସ୍ନା ହଟାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ବାସନକୁ ହାଲ୍‌କା ଭାବେ ସାବୁନରେ ସଫା କରି ଦିଅନ୍ତୁ। ଏହାପରେ ବାସନରେ ଏକ ଚାମଚ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଆଉ ଧୋଇଦେଲା ପରେ ଦେଖିବେ ଆଇଁଷ ବାସ୍ନା ପୂରା ଗାଏବ।

କମଳା ଚୋପା: ମାଛ ତରକାରୀ କରିଥିବା ବାସନରେ ଲେମ୍ୱୁ କିମ୍ୱା କମଳା ଚୋପାକୁ ପାଣିରେ ପକାଇ ଗରମ କରନ୍ତୁ। ଏହାକୁ ୩୦ ମିନିଟ୍‌ ରଖିବା ପରେ ସାବୁନରେ ଧୋଇଦିଅନ୍ତୁ। ଦେଖିବେ ସେହି ବାସନରୁ ବାସ୍ନା ପୂରା ଉଡ଼ିଯିବ।

ସେଓ: ମାଛ ରୋଷେଇ କରିବା ପୂର୍ବରୁ  ସେହି ବାସନରେ  ସେଓର ଏକ ଖଣ୍ଡ ଘଷିଦିଅନ୍ତୁ। ଏହାଦ୍ୱାରା ଦୁର୍ଗନ୍ଧ ମରିଯିବ।

ଡିସ୍‌ ୱାସ ସାବୁନ ବ୍ୟବହାର କରନ୍ତୁ: ବାସନରୁ ଆଇଁଷ ବାସ୍ନା ଦୂର କରିବା ପାଇଁ କିଛି ସମୟ ଗରମ ପାଣି ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଲିକୱିଟ୍‌ ଶୋପ୍‌ରେ ଧୋଇ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story