ଏଆଇବିପି ଯୋଜନାରେ ରାଜ୍ୟ ସରକାରଙ୍କ ଅଧିକ ଅନୁଦାନ ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ଭୁବନେଶ୍ୱର: ଓଡ଼ିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେରେ ଚାଲିଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଏଆଇବିପି)ରେ ୯୦-୧୦ ଅନୁପାତରେ ଅନୁଦାନ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଦାବି କରିଥିଲେ। ଏହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଯାହାକୁ ନେଇ ପୁଣି ଥରେ  କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି। ମହାନଦୀ ଓ ପୋଲାଭରମ୍‌ ବିବାଦକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଯୋଡ଼ି ହୋଇଯାଇଛି ଆଉ […]

yagmurlama-sulama1

yagmurlama-sulama1

Rakesh Mallick
  • Published: Saturday, 01 October 2016
  • Updated: 02 October 2016, 07:08 AM IST

Sports

Latest News

yagmurlama-sulama1ଭୁବନେଶ୍ୱର: ଓଡ଼ିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେରେ ଚାଲିଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଏଆଇବିପି)ରେ ୯୦-୧୦ ଅନୁପାତରେ ଅନୁଦାନ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଦାବି କରିଥିଲେ। ଏହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଯାହାକୁ ନେଇ ପୁଣି ଥରେ  କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି।

ମହାନଦୀ ଓ ପୋଲାଭରମ୍‌ ବିବାଦକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ଏଥିରେ ଯୋଡ଼ି ହୋଇଯାଇଛି ଆଉ ଏକ ବିବାଦ। ଅନୁନ୍ନତ ଓ ପଛୁଆ ଅଞ୍ଚଳ କେବିକେକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଓ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଉତ୍ତର ଏହି ବିବାଦ ପଦାରେ ପକାଇଛି।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସବୁ ରାଜ୍ୟ ପାଇଁ କେନ୍ଦ୍ର-ରାଜ୍ୟର ଅନୁଦାନ ଅନୁପାତ ୬୦-୪୦ ରହିଛି। କିନ୍ତୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ହିମାଳୟ ପାଦଦେଶରେ ଥିବା ରାଜ୍ୟ ଗୁଡ଼ିକରେ କେନ୍ଦ୍ରୀୟ ଅନୁଦାନ ଅନୁପାତ ରହିଛି ୯୦-୧୦। ସେହି ଦୃଷ୍ଟିରୁ କେବିକେ ଜିଲ୍ଲା ଗୁଡ଼ିକୁ ୯୦-୧୦ ଅନୁପାତରେ କେନ୍ଦ୍ରୀୟ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କଳାହାଣ୍ଡିର ରେତ ଓ କୋରାପୁଟର ତେଲେନଗିରି ଜଳ ସେଚନ ପ୍ରକଳ୍ପକୁ ନେଇ ଗତ ଫେବୃଆରୀରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ୨୯ ତାରିଖରେ ଉମା ଭାରତୀ ଏହାର ଉତ୍ତରରେ କେବିକେକୁ ୯୦-୧୦ ଅନୁପାତରେ ଅନୁଦାନ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଯାହାକୁ ନେଇ ରାଜ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“କେନ୍ଦ୍ର ମନ୍ତ୍ରୀ ଚିଠି ଲେଖି କହିଛନ୍ତି, କେବିକେ ଜିଲ୍ଲା ଗୁଡ଼ିକୁ ୯୦-୧୦ ଅନୁପାତରେ ଅନୁଦାନ ଦିଆଯାଇ ପାରିବନି। ୬୦-୪୦ ଅନୁପାତରେ ଚଳାଅ। ଓଡ଼ିଶା ପ୍ରତି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିବା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

କଂଗ୍ରେସର ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“କେନ୍ଦ୍ରରେ ୟୁପିଏ ସରକାର ସମୟରେ  ଅଧିକ ଅର୍ଥ ଆସୁଥିଲା। ଯେତେବେଳେ କେନ୍ଦ୍ରରେ ବିଜେପି ସରକାର ଆସିଲା ସେତେବେଳେ ଅର୍ଥ କମିଲା। ସେହି ସମୟରେ ସେମାନେ ଚୁପ୍‌ ରହିଥିଲେ କାହିଁକି?”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“୧୯୯୯ରୁ ୨୦୦୬ରେ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକରେ ୨୦୧୬ ପର୍ଯ୍ୟନ୍ତ ୩୦ରୁ ୩୫ ପ୍ରତିଶତ କାମ ସରିନି। ଏହା ଦୁର୍ଭାଗ୍ୟର କଥା। କେନ୍ଦ୍ର ସବୁ ରାଜ୍ୟକୁ ଯେଉଁ ଅନୁପାତରେ ଅନୁଦାନ ଦେଉଛନ୍ତି, ଓଡ଼ିଶାକୁ ମଧ୍ୟ ସେହି ଅନୁପାତରେ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର କେବେ ଏମାନଙ୍କୁ ତଳେ ପକାଇ ଦେଇନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story