ପାଲଲହଡ଼ାରେ ଧରାପଡ଼ିଲେ ୬ ନକଲି ମାଟ୍ରିକ୍ ପରୀକ୍ଷାର୍ଥୀ

ପାଲଲହଡ଼ା: ଆଜି ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ଧରା ପଡ଼ିଛନ୍ତି ୬ ନକଲି ପରୀକ୍ଷାର୍ଥୀ। ଅନୁଗୋଳ ଜିଲ୍ଲା ପାଲଲହଡା ମହତାବ ହାଇସ୍କୁଲରେ ପରୀକ୍ଷା ଦେବା ବେଳେ ଏମାନେ ଧରାପଡ଼ିଛନ୍ତି।  ଏହି  ପରୀକ୍ଷା କେନ୍ଦ୍ରରେ ପତ୍ରବିନିମୟରେ ପରୀକ୍ଷା ଦେବା ପାଇଁ ଅଜୟ କୁମାର ନାୟକ, ଡି.ସନ୍ତୋଷ ରେଡ୍ଡୀ, କେ.ନାଗେଶ୍ୱର ରାଓ, ପ୍ରଦୀପ କୁମାର ଦାସ, ସୁନୀଲ ବେହେରା ଓ ତପନ ଗୌଡ଼ଙ୍କ ନାଁରେ ଆଡ୍‌ମିଟ୍ କାର୍ଡ ରହିଛି। ହେଲେ ଏମାନଙ୍କ ସ୍ଥାନରେ ଅନ୍ୟମାନେ ପରୀକ୍ଷା ଦେଉଥିଲେ। ପ୍ରଥମେ ଜଣେ […]

matric

matric

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 05:00 PM IST

Sports

Latest News

ପାଲଲହଡ଼ା: ଆଜି ମାଟ୍ରିକ୍ ପରୀକ୍ଷା ଦେଉଥିବା ବେଳେ ଧରା ପଡ଼ିଛନ୍ତି ୬ ନକଲି ପରୀକ୍ଷାର୍ଥୀ। ଅନୁଗୋଳ ଜିଲ୍ଲା ପାଲଲହଡା ମହତାବ ହାଇସ୍କୁଲରେ ପରୀକ୍ଷା ଦେବା ବେଳେ ଏମାନେ ଧରାପଡ଼ିଛନ୍ତି।  ଏହି  ପରୀକ୍ଷା କେନ୍ଦ୍ରରେ ପତ୍ରବିନିମୟରେ ପରୀକ୍ଷା ଦେବା ପାଇଁ ଅଜୟ କୁମାର ନାୟକ, ଡି.ସନ୍ତୋଷ ରେଡ୍ଡୀ, କେ.ନାଗେଶ୍ୱର ରାଓ, ପ୍ରଦୀପ କୁମାର ଦାସ, ସୁନୀଲ ବେହେରା ଓ ତପନ ଗୌଡ଼ଙ୍କ ନାଁରେ ଆଡ୍‌ମିଟ୍ କାର୍ଡ ରହିଛି। ହେଲେ ଏମାନଙ୍କ ସ୍ଥାନରେ ଅନ୍ୟମାନେ ପରୀକ୍ଷା ଦେଉଥିଲେ। ପ୍ରଥମେ ଜଣେ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷୟିତ୍ରୀ ରଶ୍ମୀତା ସାହୁ ତାଙ୍କ ଆଡ୍‌ମିଟ୍‌ କାର୍ଡ଼ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଆଡ୍‌ମିଟ୍‌ କାର୍ଡ ଫଟୋ ମିଶି ନ ଥିଲା ଓ ସେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡ଼ିଲା। ଏହା ପରେ ଯାଞ୍ଚ କରି ଆଉ ୫ ନକଲି ପରୀକ୍ଷାର୍ଥୀଙ୍କୁ ଧରା ଯାଇଥିଲା। ସେମାନଙ୍କୁ ପୋଲିସ ଜିମା ଦିଆଯାଇଛି। ନକଲି ପରୀକ୍ଷାର୍ଥୀମାନେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ସୁପରିନ୍‌ଟେଣ୍ଡେଣ୍ଟେ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି,“ଆମ କେନ୍ଦ୍ରରେ ୨୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୦୮ ଜଣ ରେଗୁଲାର ପରୀକ୍ଷାର୍ଥୀ। ୧୧୧ ଜଣ ପତ୍ରବିନିମୟ ମଧ୍ୟମରେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଆରମ୍ଭ ପରେ ଜଣେ ପରୀକ୍ଷାର୍ଥୀଙ୍କ ପ୍ରତି ସନ୍ଦେହ ହେବାରୁ ପରୀକ୍ଷା ପରିଚାଳିକା ତାଙ୍କ ଆଡ୍‌ମିଟ୍ କାର୍ଡ଼ ଯାଞ୍ଚ କରିବାରୁ ଫଟୋ ମିଶି ନଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story