ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ଆଦିତ୍ୟ ପ୍ରସାଦ ପାଢୀ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ମୁଖିଆ ଭାବେ ଆସନ୍ତାକାଲି ଆଦିତ୍ୟ ପ୍ରସାଦ ପାଢୀ ଦାୟିତ୍ୱ ଗ୍ରହଣ କରିବେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ରାଜ୍ୟର ବିକାଶ ଲାଗି ତାଙ୍କର ଭୂମିକା କ’ଣ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ତାଙ୍କ ଅବସରକୁ ଆହୁରି ୪ବର୍ଷ ୩ମାସ ବାକି ଅଛି। ଏତେଦିନ ସେ ଏହି ପଦବୀରେ ରହିବେ ନା ନାହିଁ ତାହା ମଧ୍ୟ ଆଲୋଚନା ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ […]

aditya padhee

aditya padhee

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:43 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ମୁଖିଆ ଭାବେ ଆସନ୍ତାକାଲି ଆଦିତ୍ୟ ପ୍ରସାଦ ପାଢୀ ଦାୟିତ୍ୱ ଗ୍ରହଣ କରିବେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ରାଜ୍ୟର ବିକାଶ ଲାଗି ତାଙ୍କର ଭୂମିକା କ’ଣ ରହିବ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ତାଙ୍କ ଅବସରକୁ ଆହୁରି ୪ବର୍ଷ ୩ମାସ ବାକି ଅଛି। ଏତେଦିନ ସେ ଏହି ପଦବୀରେ ରହିବେ ନା ନାହିଁ ତାହା ମଧ୍ୟ ଆଲୋଚନା ହେଉଛି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଫ।ଇଲିନ୍, ହୁଡହୁଡ୍ ପରେ ମରୁଡି। ରାଜ୍ୟ ବିକାଶର ପ୍ରମୁଖ ବାଧକ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରତିବର୍ଷ ରାଜ୍ୟ କିଛି ନା କିଛି ପ୍ରକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏପରି ସ୍ଥିତିରେ ଏହାର ମୁକାବିଲା ଓ ପରିଚାଳନା ନୂଆ ମୁଖ୍ୟ ଶାସନ ସଚିବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏହାବାଦ ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ପହଞ୍ଚିବ, ଆଉ କିଭଳି ତାକୁ ସଫଳ ଭାବେ କାର୍ଯ୍ୟକାରୀ କରି ହେବ ତାହାର ଗୁରୁଦାୟିତ୍ୱ ତାଙ୍କର। ଏହାସହ କେନ୍ଦ୍ର ବନ୍ଦ କରିଥିବା ବିଭିନ୍ନ ଯୋଜନା ରାଜ୍ୟ ଅର୍ଥରେ କିଭଳି ଚାଲିବ ସେ ନେଇ ବି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ତାଙ୍କୁ।

ସେହିପରି ରାଜ୍ୟର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ହେଉଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଭିତରେ କିଭଳି ଉତ୍ତମ ସମନ୍ୱୟ ରକ୍ଷା କରି ଆଗକୁ ବଢିବେ ତାଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ଉପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଫେ।କସ୍ ରହିବ। ଏହାସହ ରାଜ୍ୟରେ ଶିଳ୍ପ ଓ କୃଷିର ବିକାଶ ଉପରେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେବାକୁ ପଡିବ। କିଛିଦିନ ପୂର୍ବରୁ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ନୂଆ ଟିମକୁ ନେଇ ପାଢୀ ତାଙ୍କ ଆଗକୁ ଆସୁଥିବା ଚ୍ୟାଲେଞ୍ଜର କିଭଳି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story