ଏଟିଏମ୍ ଲୁଟ କରି ୨ଟି ବସର ମାଲିକ ହୋଇଥିବା ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଆଜି ଜଣେ ଏଟିଏମ୍ ଲୁଟେରାକୁ ଗିରଫ କରିଛି। ଗିରଫ ଲୁଟେରା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ାର ମାଧବ ଆଚାର୍ଯ୍ୟ। ମାଧବ ନିକଟରୁ ୨ଟି ବସ୍, ଗୋଟିଏ କାର୍   ଓ ପ୍ରାୟ ୬୦ ହଜାର ଟଙ୍କା କମିଶନରେଟ୍ ପୋଲିସ୍  ଜବତ କରିଛି। ମାଧବ  ଭୁବନେଶ୍ୱରର ସାଲିଆସାହିରେ  ରହୁଥିଲା। ମାଧବ ଏଟିଏମ୍‌ରୁ ଟଙ୍କା ଉଠାଉଥିବା ବୟସ୍କ ମହିଳା ଓ ଅର୍ଦ୍ଧ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରି ପିନ୍ ନମ୍ବର ଦେଖୁଥିଲା ଓ ସେମାନଙ୍କୁ ଏଟିଏମ୍ ଖରାପ ଥିବା […]

atm

atm

Rakesh Mallick
  • Published: Friday, 24 June 2016
  • Updated: 24 June 2016, 07:19 PM IST

Sports

Latest News

ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଆଜି ଜଣେ ଏଟିଏମ୍ ଲୁଟେରାକୁ ଗିରଫ କରିଛି। ଗିରଫ ଲୁଟେରା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ାର ମାଧବ ଆଚାର୍ଯ୍ୟ। ମାଧବ ନିକଟରୁ ୨ଟି ବସ୍, ଗୋଟିଏ କାର୍   ଓ ପ୍ରାୟ ୬୦ ହଜାର ଟଙ୍କା କମିଶନରେଟ୍ ପୋଲିସ୍  ଜବତ କରିଛି। ମାଧବ  ଭୁବନେଶ୍ୱରର ସାଲିଆସାହିରେ  ରହୁଥିଲା। ମାଧବ ଏଟିଏମ୍‌ରୁ ଟଙ୍କା ଉଠାଉଥିବା ବୟସ୍କ ମହିଳା ଓ ଅର୍ଦ୍ଧ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରି ପିନ୍ ନମ୍ବର ଦେଖୁଥିଲା ଓ ସେମାନଙ୍କୁ ଏଟିଏମ୍ ଖରାପ ଥିବା କହି  ଭୂଆଁ ବୁଲେଇ ଆକାଉଣ୍ଟରୁ ଟଙ୍କା ଉଠାଉଥିଲା। ଏଟିଏମ୍ ଲୁଟ୍ ଟଙ୍କାରୁ ମାଧବ ୨ଟି ବସ୍ ଓ କାର୍ କିଣିଥିବା  ଜଣାପଡ଼ିଛି। ପୂର୍ବରୁ ମାଧବ ନାଁରେ ୫ଟିରୁ ଅଧିକ ମାମଲା ରହିଛି।

ଗତ ୨୨ ତାରିଖରେ ଖଣ୍ଡଗିରି ଥାନା ପୋଲିସ୍  ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ମାଧବକୁ ଧରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମାଧବ ୨୫ଟି ଏଟିଏମ୍‌ରୁ ଲୁଟ କରିଥିବା ସିସିଟିଭି ଫୁଟେଜରୁ  ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଧବ ଦଶମ ଶ୍ରେଣୀ ଫେଲ୍ ହୋଇ ୟୁ-ଟ୍ୟୁବରୁ ବିଭିନ୍ନ ଲୁଟ୍‌ର ପଦ୍ଧତି ଦେଖିବା ପରେ ଏହାର ଉପଯୋଗ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story