ବାଙ୍କି: ବରହମପୁରାରେ ବିଷ ପିଇ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କି ବରହମପୁରାର ନୂଆସାହିର ବାଙ୍କବିହାରୀ ରାଉତ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ବାଙ୍କବିହାରୀ କରିଥିବା ଧାନ ଓ ପରିବା ଚାଷ ନଷ୍ଟ ହୋଇଯାଇଥିଲା । ଫଳରେ ସେ କରିଥିବା ଋଣ ଶୁଝିବା ଚିନ୍ତାରେ ଥିଲେ । ଏପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଗୁରୁବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

farmer

farmer

Rakesh Mallick
  • Published: Friday, 23 October 2015
  • Updated: 23 October 2015, 04:20 AM IST

Sports

Latest News

କଟକ: କଟକ ଜିଲ୍ଲା ବାଙ୍କି ବରହମପୁରାର ନୂଆସାହିର ବାଙ୍କବିହାରୀ ରାଉତ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ବାଙ୍କବିହାରୀ କରିଥିବା ଧାନ ଓ ପରିବା ଚାଷ ନଷ୍ଟ ହୋଇଯାଇଥିଲା । ଫଳରେ ସେ କରିଥିବା ଋଣ ଶୁଝିବା ଚିନ୍ତାରେ ଥିଲେ । ଏପରିସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଗୁରୁବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ।

ପରିବାର ଲୋକେ କହିଛନ୍ତି ଯେ, ପ୍ରାୟ ୪ ଏକର ଜମିରେ ବାଙ୍କବିହାରୀ ଧାନ ଚାଷ କରିଥିଲେ। ଏହାସହ କିଛି ଜମିରେ ପରିବା ଚାଷ ବି କରିଥିଲେ। ଏଥିପାଇଁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀରୁ ଅଢେଇ ଲକ୍ଷ ଟଙ୍କା ଋଣ କରିଥିଲେ । ତେବେ ଫସଲ ଉଜୁଡି ଯିବାରୁ ଋଣ ଟଙ୍କା କିପରି ଶୁଝିବେ ସେ ନେଇ କିଛିଦିନ ହେବ ସେ ଚିନ୍ତାରେ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story