ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଧନୁଯାତ୍ରା ପାଇଁ ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଏବଂ ଅମ୍ୱାପାଲି ଗୋପପୁର। ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ହାଟପଦା ପଡ଼ିଆରେ ମହାରାଜଙ୍କ ରାଜ ଦରବାର ଓ ନିଶାମଣି ସ୍କୁଲ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଅପରାହ୍ନରେ ସ୍ଥାନୀୟ ଗାନ୍ଧିଛକଠାରୁ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯାଇଥିଲା। ଏଥିରେ ୨୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ସମଲେଶ୍ୱରୀ […]

dhanujatra

dhanujatra

Rakesh Mallick
  • Published: Monday, 02 January 2017
  • Updated: 02 January 2017, 09:47 PM IST

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଧନୁଯାତ୍ରା ପାଇଁ ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଏବଂ ଅମ୍ୱାପାଲି ଗୋପପୁର। ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ହାଟପଦା ପଡ଼ିଆରେ ମହାରାଜଙ୍କ ରାଜ ଦରବାର ଓ ନିଶାମଣି ସ୍କୁଲ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି।

ଅପରାହ୍ନରେ ସ୍ଥାନୀୟ ଗାନ୍ଧିଛକଠାରୁ ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯାଇଥିଲା। ଏଥିରେ ୨୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ପଡିଆ ସ୍ଥିତ ରାଜ ଦରବାରକୁ ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଧନୁଯାତ୍ରା।

ଯାତ୍ରାର ପ୍ରଥମ ଦିନରେ ଆଜି ଦେବକୀ-ବସୁଦେବ ବିବାହ ଅନୁଷ୍ଠିତ ହୋଇଯାଇଛି। ପରେ ଉଗ୍ରସେନ୍‌ଙ୍କୁ ଗାଦିଚ୍ୟୁତ କରି କଂସ୍‌ଙ୍କ ସଂହାସନ ଆରୋହନ କରିବା ସହ ଦେବକୀ-ବସୁଦେବଙ୍କୁ କାରାଗୃହକୁ ପ୍ରେରଣ କରିବା ମଞ୍ଚିସ୍ଥ ହେବ।

ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଏଥର କୌଣସି ମନ୍ତ୍ରୀ କିମ୍ୱା ରାଜନେତାଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରାଯାଇ ନାହିଁ।

ବରଗଡ଼ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ କହିଛନ୍ତି,“ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚିତ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ଚଳିତବର୍ଷ ଧନୁଯାତ୍ରାକୁ ରୀତିନୀତି, ବିଧିବିଧାନ ଓ ପରମ୍ପରାକୁ ଧ୍ୟାନ ଦେଇ ଶୃଙ୍ଖଳିତ ଭାବେ କରାଯିବ।”

ଆବାହକ ରାଜଦରବାର କମିଟି ରାଜେନ୍ଦ୍ର ପ୍ରସାଦ ସିଂ କହିଛନ୍ତି,“ଧନୁଯାତ୍ରା ପାଇଁ ମହଲ ପରି ଏକ ରାଜଦରବାର ନିର୍ମାଣ କରୁଛୁ। ଏହାର ଉଚ୍ଚତା ପ୍ରାୟ ୬୦ ଫୁଟ୍‌ ଓ ଚଉଡା ୮୦ରୁ ୮୨ ଫୁଟ୍‌ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story