୫ ମିନିଟ୍‌ ବିଳମ୍ୱ ପାଇଁ ୧୦ ମିନିଟ୍‌ ଆଣ୍ଠେଇ ଦେଲେ: ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ମହିଳା ହୋମଗାର୍ଡ଼

ବାରିପଦା: ଉପଯୁକ୍ତ ଡ୍ରେସ୍ କୋଡ୍‌ରେ ନଥିବରୁ ଅଣ୍ଠେଇ ନ ଥିଲୁ। ୫ ମିନିଟ୍‌ ବିଳମ୍ୱରେ ଅଫିସ୍‌ ଆସିବାରୁ ଆଣ୍ଠେଇବାକୁ ପଡ଼ିଥିଲା। ଆଜି ଏପରି ବୟାନ ଦେଇଛନ୍ତି ଆଣ୍ଠେଇଥିବା ୪ ଜଣଙ୍କ ମଧ୍ୟରେ ଥିବା ଜଣେ ମହିଳା ହୋମ୍‌ଗାର୍ଡ଼। ସେ କହିଛନ୍ତି-“ଘରୁ ବସ୍‌ରେ ଅଫିସ ଆସିବା ବେଳେ ବିଳମ୍ୱ ହେଲା। ତେଣୁ ଅଫିସର ସାର୍‌ ମୋତେ ୧୦ ମିନିଟ୍‌ ଆଣ୍ଠେଇ ଦେଲେ। ପ୍ରଥମେ ଆଣ୍ଠଉ ନଥିଲି ପରେ ତାଗିଦ୍‌ କରିବାରୁ ଆଣ୍ଠେଇଲି। ମୋ’ ସହିତ ଅନ୍ୟ ୪ ଜଣ […]

baripada mistry

baripada mistry

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 11:04 PM IST

Sports

Latest News

ବାରିପଦା: ଉପଯୁକ୍ତ ଡ୍ରେସ୍ କୋଡ୍‌ରେ ନଥିବରୁ ଅଣ୍ଠେଇ ନ ଥିଲୁ। ୫ ମିନିଟ୍‌ ବିଳମ୍ୱରେ ଅଫିସ୍‌ ଆସିବାରୁ ଆଣ୍ଠେଇବାକୁ ପଡ଼ିଥିଲା। ଆଜି ଏପରି ବୟାନ ଦେଇଛନ୍ତି ଆଣ୍ଠେଇଥିବା ୪ ଜଣଙ୍କ ମଧ୍ୟରେ ଥିବା ଜଣେ ମହିଳା ହୋମ୍‌ଗାର୍ଡ଼।

ସେ କହିଛନ୍ତି-“ଘରୁ ବସ୍‌ରେ ଅଫିସ ଆସିବା ବେଳେ ବିଳମ୍ୱ ହେଲା। ତେଣୁ ଅଫିସର ସାର୍‌ ମୋତେ ୧୦ ମିନିଟ୍‌ ଆଣ୍ଠେଇ ଦେଲେ। ପ୍ରଥମେ ଆଣ୍ଠଉ ନଥିଲି ପରେ ତାଗିଦ୍‌ କରିବାରୁ ଆଣ୍ଠେଇଲି। ମୋ’ ସହିତ ଅନ୍ୟ ୪ ଜଣ ମଧ୍ୟ ଆଣ୍ଠେଇଥିଲେ। ଏନେଇ ମୁଁ କାହାକୁ କହିନଥିଲି। ଦୁଃଖ ତ ଲାଗୁଛି କଣ କରିବୁ ଚାକିରି କରୁଛୁ। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ମୁଁ କହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story