ଭୁବନେଶ୍ୱର: ଘର ଭଡ଼ା ବାହାନାରେ ପଶି ଦମ୍ପତ୍ତିଙ୍କୁ ଲୁଟିନେଲେ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରେ ଦିନ ଦ୍ୱିପହରେ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଘରଭଡ଼ା ନେବାକୁ ଆସି ଘରେ ପଶି ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଦୁର୍ବୃତ୍ତମାନେ ଆସି ଘର ମାଲିକଙ୍କ ସହ ଘର ଭଡ଼ା ନେବା ପାଇଁ କଥାବାର୍ତ୍ତା କରି ଘର ଭିତରକୁ ପଶିଥିଲେ। ପରେ ଦମ୍ପତ୍ତିଙ୍କୁ ଗୋଡ଼ହାତ ବାନ୍ଧି ସୁନା ଅଳଙ୍କାର ଲୁଟ୍‌ କରି ଚମ୍ପଟ ମାରିଥିବା ଖଣ୍ଡଗିରି ଥାନା ଅଭିଯୋଗ ହେବା […]

bbsr-loot

bbsr-loot

Rakesh Mallick
  • Published: Monday, 05 September 2016
  • Updated: 05 September 2016, 09:35 PM IST

Sports

Latest News

bbsr-lootଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରେ ଦିନ ଦ୍ୱିପହରେ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଘରଭଡ଼ା ନେବାକୁ ଆସି ଘରେ ପଶି ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଦୁର୍ବୃତ୍ତମାନେ ଆସି ଘର ମାଲିକଙ୍କ ସହ ଘର ଭଡ଼ା ନେବା ପାଇଁ କଥାବାର୍ତ୍ତା କରି ଘର ଭିତରକୁ ପଶିଥିଲେ। ପରେ ଦମ୍ପତ୍ତିଙ୍କୁ ଗୋଡ଼ହାତ ବାନ୍ଧି ସୁନା ଅଳଙ୍କାର ଲୁଟ୍‌ କରି ଚମ୍ପଟ ମାରିଥିବା ଖଣ୍ଡଗିରି ଥାନା ଅଭିଯୋଗ ହେବା ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘର ମାଲିକାଣୀ ଶ୍ରଦ୍ଧାଞ୍ଜଳି ପୃଷ୍ଟି କହିଛନ୍ତି,“ଗତକାଲି ଜଣେ ଯୁବକ ଭଡ଼ା ପାଇଁ ଘର ଦେଖିବାକୁ ଆସିଥିଲେ। ଦୁଇଟି ଝିଅ ରହିବେ ବୋଲି କହିଥିଲେ। ପୁଣି ରାତି ଆଠଟା ବେଳେ ଆସି ଘରର ଫଟୋ ନେଇ ଝିଅଙ୍କ ପାଖକୁ ପଠାଇବି କହିଥିଲେ। ଛାତ ଉପରକୁ ମୁଁ ଯାଇପାରିବି ନାହିଁ, ଆସନ୍ତାକାଲି  ଆସ ବୋଲି  ମୁଁ କହିଥିଲି। ଘର ଦେଖିବା ପାଇଁ ଆଜି ପ୍ରାୟ ଦିନ ଗୋଟାଏ ସମୟରେ ଦୁଇ ଜଣ ଯୁବକ ଆସିଥିଲେ। ଜଣେ ଝିଅର ବାପା ବୋଲି ପରିଚୟ ଦେଇଥିଲେ। ପରେ ଦୁଇ ଜଣ ମୋତେ ମାଡ଼ି ବସି ମୋ ମୁହଁକୁ ସେଲୋଟେପରେ ବନ୍ଦ କରିଦେଲେ। ଏହା ପରେ ଆଉ ଦୁଇ ଜଣ ଘର ଭିତରକୁ ପଶି ଆସିଥିଲେ। ମୁଁ ମୋ ଭଉଣୀକୁ ପାଟି କରି ଡାକ ପକାଇଲି। ସେମାନେ ହାତରେ ଖଣ୍ଡା ଓ କଟୁରୀ ଧରିଥିଲେ। ମୋ ବେକରୁ ଚାରି ଭରିର ସୁନା ଚେନ୍‌ ଓ ୬ ଭରିର ଚୁଡ଼ି ନେଇଗଲେ। ଏହାସହ ବାବୁଙ୍କ ବେକରୁ ୩ ଭରିର ଚେନ୍, ହାତରୁ ମୋଦି ନେଇଗଲେ। ସେମାନେ ଚାରିଜଣ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ।”

ସୁବାଷ ଚନ୍ଦ୍ର ପୃଷ୍ଟି କହିଛନ୍ତି, “ମୋ ପାଟି ଶୁଣି ବାହାରକୁ ଆସିଲା ବେଳେ ଦୁଇ ଜଣ ମୋତେ ବେଡ୍‌ ଉପରକୁ ଠେଲି ଦେଇଥିଲେ। ଛୁରୀ ଓ କଟୁରୀ ଦେଖାଇ ମୋ ବେକରୁ ଚେନ୍‌ ଓ  ହାତରୁ ମୁଦି ନେଇଗଲେ। ଆଲମାର ଚାବି ମୋତେ ମାଗିଥିଲେ। ମୋତେ ଦେଖାଯାଉନି ତୁମେ ନିଜେ ଖୋଜି ନେଇଯାଅ ମୁଁ କହିଥିଲି। ମୋ ଶାଳି ଘରର ପଛ ବାଟେ ବାହରକୁ ପଳାଇ ଯିବାରୁ ଭୟରେ ସେମାନେ ପଳାଇ ଯାଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story