ନିଆଁରେ ଘିଅ ଢାଳିଲେ ଶ୍ରମ ମନ୍ତ୍ରୀ: କହିଲେ-ଆତ୍ମହତ୍ୟା ପାଇଁ ଚାଷୀଙ୍କୁ ଉସ୍‌କଉଛି ନିର୍ଦ୍ଦିଷ୍ଟ ଦଳ, ବିଜେପିକୁ ଇଙ୍ଗିତ କି?

ବରଗଡ଼/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ଚାଷୀର ବର୍ଷକର ପରିଶ୍ରମ ଉଜୁଡ଼ି ଯାଉଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଚାଷୀଙ୍କୁ ସହାୟତା ଦେବା ପରିବର୍ତ୍ତେ କୃଷିମନ୍ତ୍ରୀ ବିବାଦୀୟ ବୟାନ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଚର୍ଚ୍ଚାରେ ଆଜି ଘିଅ ଢ଼ାଳିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ ବୁଲେଇ ବଙ୍କେଇ ବିଜେପିକୁ ଆଙ୍ଗୁଠି ଦେଖାଇଛନ୍ତି। ମାତ୍ର ଏହାକୁ ବିଜେପି ଖଣ୍ଡନ କରିବା ସହିତ ବିଜେଡି […]

Susanta Singh

Susanta Singh

Rakesh Mallick
  • Published: Monday, 06 November 2017
  • Updated: 06 November 2017, 10:50 PM IST

Sports

Latest News

ବରଗଡ଼/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ଚାଷୀର ବର୍ଷକର ପରିଶ୍ରମ ଉଜୁଡ଼ି ଯାଉଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଚାଷୀଙ୍କୁ ସହାୟତା ଦେବା ପରିବର୍ତ୍ତେ କୃଷିମନ୍ତ୍ରୀ ବିବାଦୀୟ ବୟାନ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଚର୍ଚ୍ଚାରେ ଆଜି ଘିଅ ଢ଼ାଳିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ ବୁଲେଇ ବଙ୍କେଇ ବିଜେପିକୁ ଆଙ୍ଗୁଠି ଦେଖାଇଛନ୍ତି। ମାତ୍ର ଏହାକୁ ବିଜେପି ଖଣ୍ଡନ କରିବା ସହିତ ବିଜେଡି ନିଜ ଦୋଷକୁ ଆମ ଉପରେ ଲଦୁଛି ବୋଲି କହିଛି।

ସୁଶାନ୍ତ ସିଂ କହିଛନ୍ତି-“ଚକଡ଼ା ପୋକ ଯୋଗୁଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି। ଏପରି ଘଟିସନ୍ଧୀ ମୂହୂର୍ତ୍ତରେ ଚାଷୀଙ୍କ ଦୁଃଖ ବଝିବା କଥା। ମାତ୍ର ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ବରଗଡ଼ର ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁଙ୍କୁ କ୍ଷେତରେ ନିଆଁ ଲଗାଇବା ପାଇଁ ଉସ୍‌କାଇ ଥିଲେ। ଏପରିକି ତାଙ୍କ ଆତ୍ମହତ୍ୟା କରିବାକୁ ମଧ୍ୟ ଉସ୍‌କା ଯାଇଥିଲା। ଯାହାର ଭିଡ଼ିଓ ମୋ’ ପାଖରେ ରହିଛି। ଏପରି କରିବା ଠିକ୍‌ ହୋଇନାହିଁ।”

ସେ କହିଛନ୍ତି-“ବରଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତି ଭୟଙ୍କର ରହିଛି। ଏହାଛଡ଼ା ଜଳସେଚିତ ଅଞ୍ଚଳରେ ଚକଡ଼ା ପୋକ ଲାଗିଥିବାରୁ ସ୍ଥିତି ଦୟନୀୟ ହୋଇଛି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସବ୍‌କଲେକ୍ଟର, ତହସିଲଦାର ଓ ଆର୍‌ଆଇମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଉଛନ୍ତି। ଯେଉଁ ଚାଷୀଙ୍କ କ୍ଷେତ ଠିକ୍‌ ଭାବେ ଅନୁଧ୍ୟାନ କରାଯାଇନି ବୋଲି ଭାବୁଛନ୍ତି, ସେମାନେ ଚାହିଁଲେ ବ୍ୟକ୍ତିଗତ ଭାବେ ଅଭିଯୋଗ କରିପାରିବେ। ଚକଡ଼ା ପୋକ ଯୋଗୁ ଚାଷ କ୍ଷତି ହୋଇଛି ସତ, କିନ୍ତୁ ଏଥିରେ ହତାସ ନହୋଇ ଧର୍ଯ୍ୟ ରଖନ୍ତୁ। କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ସେମାନଙ୍କୁ ସହାୟତା ଦେବେ।”

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସୁଶାନ୍ତ ସିଂଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି-“ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଭିଯୋଗ ଓ ନିରାଧାର। ଭିଡ଼ିଓ ପ୍ରସ୍ତୁତି ପଛରେ ବିଜେଡିର ହାତ ରହିଛି। ଦୋଷ ଲଦି ଖସିଯିବାକୁ ଚେଷ୍ଟା କରୁଛି ବିଜେଡି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story