ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ୫ ଘଣ୍ଟିଆ ହରତାଳ

ଭୁବନେଶ୍ୱର: ପେଟ୍ରୋଲ ଓ  ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଗର୍ଜନ। ଆଜି ସାରା ରାଜ୍ୟରେ ଦଳ ତରଫରୁ ହରତାଳ କରାଯାଉଛି।  ରାଜ୍ୟର ସବୁ ବ୍ଲକ ଓ ସଦର ମହକୁମାରେ ବିଜେଡି ହରତାଳ କରୁଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଛକ ସମେତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରୁଛି ଦଳ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ହରତାଳ। ତେବେ ଏଥିରୁ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ବର୍ଦ୍ଧିତ ତୈଳଦର ନେଇ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଥିଲା।  ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତିକୁ ବି ନାପସନ୍ଦ କରିଛି ଦଳ।

Ordigital Desk
• Published: Monday, 18 September 2017
• Updated: 18 September 2017, 07:32 AM IST

Sports

Latest News

ଭୁବନେଶ୍ୱର: ପେଟ୍ରୋଲ ଓ  ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଗର୍ଜନ। ଆଜି ସାରା ରାଜ୍ୟରେ ଦଳ ତରଫରୁ ହରତାଳ କରାଯାଉଛି।  ରାଜ୍ୟର ସବୁ ବ୍ଲକ ଓ ସଦର ମହକୁମାରେ ବିଜେଡି ହରତାଳ କରୁଛି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଛକ ସମେତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରୁଛି ଦଳ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ହରତାଳ। ତେବେ ଏଥିରୁ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ବର୍ଦ୍ଧିତ ତୈଳଦର ନେଇ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଥିଲା।  ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତିକୁ ବି ନାପସନ୍ଦ କରିଛି ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos