ବିଜେପି ଛାତ୍ରଙ୍କୁ ଦାମ ମାଷ୍ଟର: କହିଲେ-ତମକୁ ଗଣିତ ଜଣାନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ସର୍ବଭାରତୀୟ ସାଧାରଣ ସଂପାଦକ ଅନୀଲ ଜୈନ ଆଜି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ରାଜ୍ୟ ସରକାର ଅପାରଗ ଓ ଏକଛତ୍ରବାଦୀ। ରାଜ୍ୟରେ ଏବେ ମଧ୍ୟ ଅନାହାର ମୃତ୍ୟୁ ହେଉଛି। ଛତିଶଗଡ଼ ସରକାର କୃଷକଙ୍କୁ ଋଣ ଛାଡ଼ କରିଛି। ମାତ୍ର ଓଡ଼ିଶା ସରକାର କଣ ପାଇଁ ଋଣ ଛାଡ଼ କରୁନାହାନ୍ତିଁ?” ଏହା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି-“ସେମାନେ ଗଣିତ ଶିଖିନାହାନ୍ତି। […]

dama

dama

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ବିଜେପିର ସର୍ବଭାରତୀୟ ସାଧାରଣ ସଂପାଦକ ଅନୀଲ ଜୈନ ଆଜି ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ରାଜ୍ୟ ସରକାର ଅପାରଗ ଓ ଏକଛତ୍ରବାଦୀ। ରାଜ୍ୟରେ ଏବେ ମଧ୍ୟ ଅନାହାର ମୃତ୍ୟୁ ହେଉଛି। ଛତିଶଗଡ଼ ସରକାର କୃଷକଙ୍କୁ ଋଣ ଛାଡ଼ କରିଛି। ମାତ୍ର ଓଡ଼ିଶା ସରକାର କଣ ପାଇଁ ଋଣ ଛାଡ଼ କରୁନାହାନ୍ତିଁ?”

ଏହା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି-“ସେମାନେ ଗଣିତ ଶିଖିନାହାନ୍ତି। ଆମ ରାଜ୍ୟ ଓଡ଼ିଶା ଚାଷୀଙ୍କୁ ୧୫,୦୦୦ କୋଟି ଟଙ୍କା କୃଷି ଋଣ ଦେଉଛି। ଏହା ବାଦ୍‌ ୫୦,୦୦୦ ପର୍ଯ୍ୟନ୍ତ ୧% ସୁଧ ଓ ୫୦,୦୦୦ରୁ ଅଧିକ ଟଙ୍କା ଋଣ ନେଲେ ୨% ସୁଧ ଦେବାକୁ ପଡ଼ୁଛି। ଛତିଶଗଡ଼ରେ ଚାଷୀଙ୍କୁ ଏମିତି ସୁବିଧା ଦିଆଯାଉଛି କି?”

ସେ କହିଛନ୍ତି-“ଓଡ଼ିଶାରେ ୬୫% ଋଣ ସମବାୟ ସମିତି ମାଧ୍ୟମରେ ଦିଆଯାଏ। ସମବାୟ ସମିତି ମାଧ୍ୟମରେ ଋଣ ଦିଆଗଲେ ସମ୍ପତ୍ତି ବନ୍ଧକ ଦିଆଯାଏନି। କାହାର କେତେ ଋଣ ଜାଣାପଡ଼ିବା ପରେ ଋଣ ପ୍ରଦାନ କରାଯାଏ। ଯଦି ପ୍ରାକୃତିକ ବିପର୍ଯ୍ୟୟ ହୁଏ, ତାହାହେଲେ ଋଣ ଆଦାୟ ହୁଏ ନାହିଁ।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଚାଷୀଙ୍କୁ ବୋନସ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏପରିକି ଚାଷୀଙ୍କୁ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ମାତ୍ର କେନ୍ଦ୍ର ସରକାର ସିଧାସିଧା ମନା କରିଦେଲେ। କହିଲେ ଚାଷୀଙ୍କୁ ବୋନସ ଦିଆଯାଇପାରିବ ନାହିଁ। ଏହା ସତ୍ତ୍ୱେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କୋଟିଏ ୮୦ ଲକ୍ଷ ଟଙ୍କା ଚାଷୀଙ୍କୁ ବୋନସ ଦେଲେ। ଏପରି ବ୍ୟବସ୍ଥା କଣ ଛତିଶଗଡ଼ ସରକାର କରିଛନ୍ତି? ଯେଉଁ ବ୍ୟକ୍ତି ଏପରି କଥା କହୁଛନ୍ତି ସେ ଓଡ଼ିଶା ଭୋଗଳ ଜାଣିଛନ୍ତି କି?”

ସେ ଆହୁରି କହିଛନ୍ତି-“ବିଜେପି ଓଡ଼ିଶା ଲୋକଙ୍କୁ ମୋଦି ମ୍ୟାଜିକ ଦେଖାଇଥିଲେ। ମହିଳାଙ୍କୁ ମେହେନ୍ଦି ପିନ୍ଧ ଓ ଯୁବକଙ୍କୁ ଟଙ୍କିକିଆ ଚା’ ପିଇବାକୁ କହି ଜନତା ମୈଦାନକୁ ଡାକିଥିଲେ। ଏହା ୬ ମାସ ପରେ ନିର୍ବାଚନ ହେଲା ବିଜେପିରୁ ଓଡ଼ିଶାରୁ ଜଣେ ସଂସଦକୁ ଗଲେ। ଏଥିରୁ ସେମାନେ ବୁଝୁ ନାହାନ୍ତି ପାରଙ୍ଗମ କିଏ ଓ ଅପାରଙ୍ଗ କିଏ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story