ବୁର୍ଲା ମେଡିକାଲରେ ଶିଶୁ ବଦଳ ଘଟଣା: ଏସ୍‌ଏନ୍‌ସିୟୁର ୩ କର୍ମଚାରୀଙ୍କ ବଦଳି

ସମ୍ୱଲପୁର: ବୁର୍ଲା ମେଡିକାଲରେ ଶିଶୁ ବଦଳ ଘଟଣାରେ ଏସ୍‌ଏନ୍‌ସିୟୁର ଦୁଇ ଜଣ ନର୍ସଙ୍କ ସମେତ ୩ ଜଣଙ୍କୁ ବଦଳି କରାଯାଇଛି ବୋଲି ଭିମ୍‌ସାର ନିର୍ଦ୍ଦେଶକ ଡାକ୍ତର ସୁନାମାଳି ବାଗ୍‌ ସୂଚନା ଦେଇଛନ୍ତି। ତଦନ୍ତ କମିଟିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆଗକୁ ମା’ ଓ ଶିଶୁଙ୍କ ପଦ ଚିହ୍ନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଗତ ମେ’ ୨୧ ତାରିଖରେ ବୁର୍ଲା ମେଡିକାଲକୁ ନକଟିଦେଉଳ ଅଞ୍ଚଳର […]

vimsar

vimsar

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 09:47 AM IST

Sports

Latest News

ସମ୍ୱଲପୁର: ବୁର୍ଲା ମେଡିକାଲରେ ଶିଶୁ ବଦଳ ଘଟଣାରେ ଏସ୍‌ଏନ୍‌ସିୟୁର ଦୁଇ ଜଣ ନର୍ସଙ୍କ ସମେତ ୩ ଜଣଙ୍କୁ ବଦଳି କରାଯାଇଛି ବୋଲି ଭିମ୍‌ସାର ନିର୍ଦ୍ଦେଶକ ଡାକ୍ତର ସୁନାମାଳି ବାଗ୍‌ ସୂଚନା ଦେଇଛନ୍ତି। ତଦନ୍ତ କମିଟିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆଗକୁ ମା’ ଓ ଶିଶୁଙ୍କ ପଦ ଚିହ୍ନ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।

ଗତ ମେ’ ୨୧ ତାରିଖରେ ବୁର୍ଲା ମେଡିକାଲକୁ ନକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ନିଜ ନବଜାତ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଆଣିଥିଲେ। ଏସ୍‌ଏନ୍‌ସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେହିଦିନ ରାତି ୯ଟା ବେଳେ ଶିଶୁଟିର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ଯେଉଁ ମୃତ ଶିଶୁଟିକୁ ତାଙ୍କୁ ଦିଆଯାଇଥିଲା ତାହା ତାଙ୍କର ନୁହେଁ ବରଂ ପାଖ ବେଡ୍‌ରେ ଥିବା ଶିଶୁଟିକୁ ନିଜର ବୋଲି ଗଗନ ଦାବି କରିଥିଲେ।  ପରେ ଏହି ଘଟଣା ଥାନାରେ ପହଞ୍ଚିବା ସହ ଗତ ୨୫ ତାରିଖରେ ଉଭୟ ମୃତ ଓ ଜୀବିତ ଶିଶୁଙ୍କ ରକ୍ତ ନମୂନା ଡିଏନ୍‌ଏ ଟେଷ୍ଟ ପାଇଁ ଫୋରେନ୍‌ସିକ୍ ଲ୍ୟାବ୍‌କୁ ପଠାଯାଇଥିଲା। ଡିଏନ୍‌ଏ ଟେଷ୍ଟରୁ  ଜୀବିତ ଶିଶୁଟି ଗଗନଙ୍କର ବୋଲି ଜଣାପଡ଼ିଥିଲା। ଆଉ ଗତ ୯ ତାରିଖରେ ପିଲାଟିକୁ ଗଗନଙ୍କୁ ହସ୍ତାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story