ଶିଶୁବଳି ! ନାବାଳିକାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

କୋରାପୁଟ: ପଟାଙ୍ଗୀ ଥାନା ସୋରିଷପଦର ଗାଁରୁ ଆସିଛି ଶିଶୁ ବଳି ଅଭିଯୋଗ। ଗାଁ ନିକଟ ଜଙ୍ଗଲରୁ ଜଣେ ୫ ବର୍ଷୀୟା ନାବାଳିକାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ପରେ ଏହି ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରାମବାସୀ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ଗାଁର ପୁରୁବ ଦିଶାରୀଙ୍କ ୫ ବର୍ଷ ଝିଅ ନିଖୋଜ ହୋଇଯାଇଥିଲା। ବହୁତ ଖୋଜାଖୋଜି ପରେ ବି ଝିଅର ସନ୍ଧାନ ମିଳି ନଥିଲା। ପରଦିନ […]

koraput

koraput

Rakesh Mallick
  • Published: Sunday, 30 July 2017
  • Updated: 30 July 2017, 09:34 PM IST

Sports

Latest News

କୋରାପୁଟ: ପଟାଙ୍ଗୀ ଥାନା ସୋରିଷପଦର ଗାଁରୁ ଆସିଛି ଶିଶୁ ବଳି ଅଭିଯୋଗ। ଗାଁ ନିକଟ ଜଙ୍ଗଲରୁ ଜଣେ ୫ ବର୍ଷୀୟା ନାବାଳିକାର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ପରେ ଏହି ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଗ୍ରାମବାସୀ ଭଙ୍ଗାରୁଜା କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ଗାଁର ପୁରୁବ ଦିଶାରୀଙ୍କ ୫ ବର୍ଷ ଝିଅ ନିଖୋଜ ହୋଇଯାଇଥିଲା। ବହୁତ ଖୋଜାଖୋଜି ପରେ ବି ଝିଅର ସନ୍ଧାନ ମିଳି ନଥିଲା। ପରଦିନ ପରିବାର ଲୋକେ ଝିଅ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ। ଗତ ୨୮ ତାରିଖରେ ଝିଅର ମୃତଦେହ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଥିଲା। ଝିଅକୁ ଲଣ୍ଡା କରାଯାଇଥିବା ବେଳେ ତାର ଆଙ୍ଗୁଳି, ଜିଭ କଟା ଯାଇଥିବା ଦେଖିବାକୁ ମିଳିଥିଲା। ତନ୍ତ୍ରସାଧନା ପାଇଁ ଗାଁର ବିଭିଷଣ ପାଣ୍ଡକା ଶିଶୁ ବଳି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଝିଅକୁ ଖୋଜାଖୋଜି କରିବା ବେଳେ ବିଭିଷଣ ଘରେ କାହାକୁ ପୁରାଇ ଦେଇ ନଥିଲେ। ଏଣୁ ଗ୍ରାମବାସୀ ତାଙ୍କ ଘରେ ଭଙ୍ଗାରୁଜା କରିବା ସହ ଘରୁ ତ୍ରିଶୂଳ ଓ ଅନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି।

ପୋଲିସ ଘଟଣାର ତଦନ୍ତ କରିବା ସହ ବିଭୀଷଣଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story