ଜାନୁୟାରୀ ୧୦ ପର୍ଯ୍ୟନ୍ତ ସମୟ ନେଲେ ସରକାର, ଆନ୍ଦୋଳନ ଜାରି ରଖିବ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗରେ ଆସନ୍ତା ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି ସରକାର। ଗତକାଲି ସନ୍ଧ୍ୟାରେ ସଚିବାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସହ ସଂଘର ଆଲୋଚନା ହୋଇଥିଲା। ଜାନୁୟାରୀ ୪ ଓ ୫ ମଧ୍ୟରେ ପୁନଃ ନିଯୁକ୍ତି ସମ୍ପର୍କରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯିବା ନେଇ ସୂଚନା ଦିଆଯାଇଛି। ତେବେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି […]

teacher

teacher

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 05:10 AM IST

ଭୁବନେଶ୍ୱର: ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗରେ ଆସନ୍ତା ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି ସରକାର। ଗତକାଲି ସନ୍ଧ୍ୟାରେ ସଚିବାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସହ ସଂଘର ଆଲୋଚନା ହୋଇଥିଲା। ଜାନୁୟାରୀ ୪ ଓ ୫ ମଧ୍ୟରେ ପୁନଃ ନିଯୁକ୍ତି ସମ୍ପର୍କରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯିବା ନେଇ ସୂଚନା ଦିଆଯାଇଛି।

ତେବେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ଗତକାଲି ସରକାରଙ୍କ ଲିଖିତ ପ୍ରତିଶ୍ରୁତି ସତ୍ତ୍ୱେ ଲୋୟର ପିଏମଜିରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଛି।

ଛଟେଇ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ୧୦ଦିନ ହେଲା ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ସେହିପରି ଗଣଶିକ୍ଷକ ସଂଘ ମଧ୍ୟ ସରକାରଙ୍କ ସହ ଅଲୋଚନା କରିଛନ୍ତି। ସେମନଙ୍କ ସମସ୍ୟା ସମାଧନ ପାଇଁ ଜାନୁୟାରୀ ୯ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ସମୟ ମାଗିଛନ୍ତି। ତେବେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସେମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story