ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ଓହ୍ଲାଇଲେ ପ୍ରଣୟ

<p>ବରଗଡ଼(ଓଡ଼ିଶା ରିପୋର୍ଟର): ଉପ-ନିର୍ବାଚନ ପାଇଁ ସରଗରମ ହେଉଛି ବିଜେପୁର। ବିଜେଡି ଓ ବିଜେପି ପରେ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବରପାଲିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଚାର ଆରମ୍ଭ ପୂର୍ବରୁ ସେ ବରପାଲି ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇ ଘରକୁ ଘର ବୁଲି ଭୋଟ ମାଗିଥିଲେ।</p> <p>ବିଜେପୁରରେ ନିର୍ବାଚନୀ ପ୍ରଚାର ମୈଦାନରେ ଏବେ ଆରମ୍ଭ ହୋଇଯାଇଛି ତ୍ରିମୁଖୀ ଲଢ଼େଇ। ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଭିତରେ ଜୋରଦାର ଟକ୍କର ହେଉଛି। ଆଗାମୀ ଦିନରେ ହେବ ଷ୍ଟାର କ୍ୟାମ୍ପେନରଙ୍କ ଲଢ଼େଇ।</p>

Ordigital Desk
  • Published: Saturday, 10 February 2018
  • Updated: 10 February 2018, 07:32 PM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ଉପ-ନିର୍ବାଚନ ପାଇଁ ସରଗରମ ହେଉଛି ବିଜେପୁର। ବିଜେଡି ଓ ବିଜେପି ପରେ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବରପାଲିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଚାର ଆରମ୍ଭ ପୂର୍ବରୁ ସେ ବରପାଲି ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇ ଘରକୁ ଘର ବୁଲି ଭୋଟ ମାଗିଥିଲେ।</p><p>ବିଜେପୁରରେ ନିର୍ବାଚନୀ ପ୍ରଚାର ମୈଦାନରେ ଏବେ ଆରମ୍ଭ ହୋଇଯାଇଛି ତ୍ରିମୁଖୀ ଲଢ଼େଇ। ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଭିତରେ ଜୋରଦାର ଟକ୍କର ହେଉଛି। ଆଗାମୀ ଦିନରେ ହେବ ଷ୍ଟାର କ୍ୟାମ୍ପେନରଙ୍କ ଲଢ଼େଇ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos