ସର୍ବୋଚ୍ଚ ଯନ୍ତ୍ରୀଙ୍କ ସର୍ବୋଚ୍ଚ ଠକେଇ! ୨୨୮୨ କୋଟି ଟଙ୍କାର ଘୋଟାଲା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗରେ ବଡ଼ ସ୍କାମ୍।  ବାର୍ଷିକ ମେଣ୍ଟେନାନ୍ସ ପ୍ଲାନ୍ ନଦେଇ ପ୍ରକଳ୍ପର ମରାମତି ବାବଦକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ତାହା ପୁଣି  କୋଟିଏ କି ଦୁଇ କୋଟି ନୁହେଁ, ୨୨୮୨ କୋଟି ଟଙ୍କା। ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଣିଛି ଏହି ଅଭିଯୋଗ। ଏପରିକି ଏହି ଆର୍ଥିକ ଅନିୟମିତତାରେ ନିଜେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ପ୍ରବୀର କୁମାର ପ୍ରଧାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 08:27 PM IST

Sports

Latest News

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗରେ ବଡ଼ ସ୍କାମ୍।  ବାର୍ଷିକ ମେଣ୍ଟେନାନ୍ସ ପ୍ଲାନ୍ ନଦେଇ ପ୍ରକଳ୍ପର ମରାମତି ବାବଦକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ତାହା ପୁଣି  କୋଟିଏ କି ଦୁଇ କୋଟି ନୁହେଁ, ୨୨୮୨ କୋଟି ଟଙ୍କା। ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଣିଛି ଏହି ଅଭିଯୋଗ। ଏପରିକି ଏହି ଆର୍ଥିକ ଅନିୟମିତତାରେ ନିଜେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ପ୍ରବୀର କୁମାର ପ୍ରଧାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗ ପକ୍ଷରୁ ତାଙ୍କୁ ଜବାବ ମଗାଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରବୀରଙ୍କୁ ଏକ ଚିଠି ଲେଖାଯାଇଛି। ଏଥିରେ  ୨୨୮୨ କୋଟି ଟଙ୍କାର ଆର୍ଥିକ ଅନିୟମିତା କଥା ଉଲ୍ଲେଖ ରହିଛି।  ରାସ୍ତା, ପୋଲ ଆଦିର ମେଣ୍ଟେନାନ୍ସ ପ୍ଲାନ ନଦେଇ ୨୦୧୩-୧୪ରୁ ୨୦୧୬-୧୭ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ କରାଯାଇଛି। ଓଡିଶା ରୁରାଲ୍ ରୋଡ୍ ମେଣ୍ଟାନାସ୍ ପଲିସି ୨୦୧୭ ଅନୁସାରେ ଆନୁଏଲ୍ ମେଣ୍ଟେନାନ୍ସ ପ୍ଲାନ୍ କରିବା ବାଧ୍ୟତାମୂଳକ।   କିନ୍ତୁ ପ୍ରବୀର ପ୍ରଧାନ ଏ ସବୁକୁ ଉଲ୍ଲଂଘନ କରିଛନ୍ତି। ଏହା କେବଳ ଗୁରୁତର ଆର୍ଥିକ ଅନିୟମିତତା ନୁହେଁ, ଦାୟିତ୍ୱରେ ସାଂଘାତିକ ଅବହେଳା ମଧ୍ୟ ବୋଲି ବିଭାଗ ପକ୍ଷରୁ ପ୍ରବୀରଙ୍କୁ କୁହାଯାଇଛି। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ସେନେଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ଚିଠିରେ ଦର୍ଶାଯାଇଛି। ଏ ନେଇ ମୁଖ୍ୟଶାସନ ସଚିବଙ୍କ ଅନୁମୋଦନ ମଧ୍ୟ ନିଆଯାଇଛି। ଅନ୍ୟପକ୍ଷରେ ପ୍ରବୀର କହିଛନ୍ତି ଏନେଇ ସେ ଚିଠି ପାଇନାହାଁନ୍ତି।

ପ୍ରବୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିବା ପରେ ମାତ୍ର କିଛି ଦିନ ପୂର୍ବରୁ  ତାଙ୍କୁ ବଦଳି କରାଯାଇ ପୁଣି ସେଇ ବିଭାଗରେ ରଖାଯାଇଛି।  ଏଭଳି ଅଭିଯୋଗ ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସରକାର ଜାଣିଶୁଣି କାହିଁକି ଏଭଳି ଗୁରୁଦାୟିତ୍ୱ ତାଙ୍କୁ ଦେଇଛନ୍ତି ବୋଲି ତାକୁ ନେଇ ବି ପାଓ୍ୱର କରିଡର୍‌ରେ ଚର୍ଚ୍ଚା ହେଉଛି।

ପ୍ରବୀର ପ୍ରଧାନ ଦୀର୍ଘବର୍ଷ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀ ଭାବେ କାମ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ବିନା ଅନୁମୋଦନରେ କିଭଳି ଏତେ ଟଙ୍କା ଖର୍ଚ୍ଚ କଲେ ପ୍ରବୀର।  ଏ ଭିତରେ କିଛି ପିସି କାରବାର ହୋଇଛି କି ?  ପ୍ରବୀର ନିଜେ କିଛି ଆର୍ଥିକ ମୁନାଫା ଉଠାଇଛନ୍ତି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story