କଟକରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଭୁବନେଶ୍ୱର/କଟକ: କଟକରେ ଜଗତ ଜନନୀ ଦୁର୍ଗା ମା’ଙ୍କ ଭସାଣି ଉତ୍ସବ ଚାଲିଛି। ଏଥିପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକରେ ମା’ଙ୍କ ବିସର୍ଜନ ପାଇଁ ଦେବୀଗଢ଼ାରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୪ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୧୮ଟି ସ୍ଥାନରେ ୫୦ଟି ସିସିଟିଭି ଲଗାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଭସାଣି ଉତ୍ସବ ସମୟରେ […]

duga

duga

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 10:30 PM IST

Sports

Latest News

ଭୁବନେଶ୍ୱର/କଟକ: dugaକଟକରେ ଜଗତ ଜନନୀ ଦୁର୍ଗା ମା’ଙ୍କ ଭସାଣି ଉତ୍ସବ ଚାଲିଛି। ଏଥିପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକରେ ମା’ଙ୍କ ବିସର୍ଜନ ପାଇଁ ଦେବୀଗଢ଼ାରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୪ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୧୮ଟି ସ୍ଥାନରେ ୫୦ଟି ସିସିଟିଭି ଲଗାଯାଇଛି। ଏହାସହ ବିଭିନ୍ନ ସ୍ଥାନରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଭସାଣି ଉତ୍ସବ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିଥିବା କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି।

ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସନ୍ଧ୍ୟାରେ ଆରମ୍ଭ ହେବ। ଏଥିପାଇଁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭସାଣି ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଦୁଇ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ କିପରି ଯଥା ସମୟରେ ବିସର୍ଜନ ସରିବ ସେ ନେଇ ମଧ୍ୟ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମା’ଙ୍କ ବିସର୍ଜନ ପାଇଁ ଭୁବନେଶ୍ୱରରେ କୁଆଖାଇ, ଦୟା ଓ ଭାର୍ଗବୀ କୂଳରେ ୩ଟି ଅସ୍ଥାୟୀ ପୋଖରୀ କରାଯାଇଛି। ରାତି ୧୨ଟା ସୁଦ୍ଧା ବିସର୍ଜନ ସାରିବାକୁ ପୂଜା କମିଟି କର୍ମକର୍ତ୍ତାଙ୍କୁ କୁହାଯାଇଛି। ଭସାଣି ଶୋଭାଯାତ୍ରା ବେଳେ ଡିଜେ ସାଉଣ୍ଡ ୮୫ ଡେସିବେଲ ରହିବ। ସୁରକ୍ଷା ଦୃଷ୍ଟିରୁ ସହରରେ ୩୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ତଦାରଖ ଦାୟିତ୍ୱରେ ଅତିରିକ୍ତ ଡିସିପି ରାଙ୍କର ୫ ଅଫିସର, ଏସିପି ଓ ଡିସିପିଙ୍କୁ ମିଶାଇ ୧୨ ଜଣ ଅଧିକାରୀ ରହିବେ। ଏହାଛଡ଼ା ୨୩ ଜଣ ଇନ୍‌ପେକ୍ଟର, ଏସ୍‌ଆଇ, ଏଏସ୍‌ଆଇ ମିଶି ୧୨୨ ଜଣ ନିୟୋଜିତ ହୋଇଛନ୍ତି। ଏସ୍‌ଓଜି, କ୍ୟୁଆର୍‌ଟି, ଆଣ୍ଟି-ଟେରର୍‌ ସ୍କ୍ୱାଡ଼ ଓ ସାଧା ପୋଷାକରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଟ୍ରାଫିକ୍‌ ସମସ୍ୟାର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରୁଟଚାଟ୍‌ କରାଯାଇଛି। ଆଜି ଅପରାହ୍ନ ୪ଟାରୁ ଭଷାଣି ଶୋଭାଯାତ୍ରା ସରିବା ପର୍ଯ୍ୟନ୍ତ ସହିଦନଗରରୁ ରାଜମହଲ ଛକ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ରାସ୍ତା ସିଲ୍ କରାଯାଇଛି।ଏହି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟାନ୍ୟ ରାସ୍ତାରେ ଗମନାଗମନ ବନ୍ଦ ରହିଛି। ସେହିପରି ନୟାପଲ୍ଲୀ ମଣ୍ଡପରୁ ଭଷାଣି ଯାତ୍ରା ଆରମ୍ଭ ହେଲେ ସିଆରପିଏଫ୍‌ ଛକରୁ ଜୟଦେବ ବିହାରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story