ସୁରକ୍ଷା ଚିନ୍ତା: ଚୌଦ୍ୱାର ଜେଲ୍‌ରୁ ସ୍ଥାନାନ୍ତର ହେବେ ଡି’ ବ୍ରଦର୍ସ

କଟକ: ସୁରକ୍ଷାକୁ ଦୃଷ୍ଟିରେ ରଖି ଡି’ ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲ୍‌ରୁ ସ୍ଥାନାନ୍ତର କରାଯିବ। ଏଥିପାଇଁ କମିଶନରେଟ୍‌ ପୋଲିସ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅନୁମତି ଲୋଡିଛି। ଡି’ ବ୍ରଦର୍ସଙ୍କ ଗୋଟିଏ ବାଲିଘାଟର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ବାଲିଘାଟ କାରବାରର ତଦନ୍ତ ପୋଲିସ ଚଲାଇଛି। ସେହିପରି ଦାଦାବଟି ଆଦାୟ ଅଭିଯୋଗରେ ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅନ୍ତର୍ଯ୍ୟାମୀ ସାହୁ। ସେ କଟକ ସିଏମ୍‌ସିର ଜଣେ କର୍ପୋରେଟରଙ୍କ ଭାଇ […]

d-brothers

d-brothers

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 01:54 PM IST

Sports

Latest News

କଟକ: ସୁରକ୍ଷାକୁ ଦୃଷ୍ଟିରେ ରଖି ଡି’ ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲ୍‌ରୁ ସ୍ଥାନାନ୍ତର କରାଯିବ। ଏଥିପାଇଁ କମିଶନରେଟ୍‌ ପୋଲିସ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅନୁମତି ଲୋଡିଛି। ଡି’ ବ୍ରଦର୍ସଙ୍କ ଗୋଟିଏ ବାଲିଘାଟର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ବାଲିଘାଟ କାରବାରର ତଦନ୍ତ ପୋଲିସ ଚଲାଇଛି। ସେହିପରି ଦାଦାବଟି ଆଦାୟ ଅଭିଯୋଗରେ ଡି’ ବ୍ରଦର୍ସଙ୍କ ଜଣେ ସହଯୋଗୀଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅନ୍ତର୍ଯ୍ୟାମୀ ସାହୁ। ସେ କଟକ ସିଏମ୍‌ସିର ଜଣେ କର୍ପୋରେଟରଙ୍କ ଭାଇ ବୋଲି ଜଣାପଡିଛି।

ଚୌଦ୍ୱାର ଜେଲରୁ ସୁଶୀଲକୁ ବଲାଙ୍ଗିର ଓ ସୁଶାନ୍ତକୁ ଯାଜପୁର ଜେଲ୍‌କୁ ପଠାଯିବ । ଏଥିପାଇଁ କମିଶନରେଟ ପୋଲିସ କୋର୍ଟଙ୍କ ଅନୁମତି ଲୋଡିଛି। ଡି’ ବ୍ରଦର୍ସଙ୍କ ସମେତ ବହୁ ହାଇପ୍ରୋଫାଇଲ ଅପରାଧୀ ଚୌଦ୍ୱାର ଜେଲରେ ରହୁ ଥିବାରୁ ଏଠାକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦୂରରେ ରଖାଯାଉଥିବାରୁ ଦୁଇ ଭାଇଙ୍କୁ ଭିଡିଓ କନଫେରାନସିଂ ଯୋଗେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି।

ଡି’ ବ୍ରଦର୍ସଙ୍କ ବେଆଇନ ବାଲିଘାଟ କାରବାର ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ବାରଙ୍ଗ ତହସିଲ ମୁଣ୍ଡମୁହାଣରେ ଏମାନଙ୍କ ସହଯୋଗୀ ବିଜୟ ପାଲଙ୍କ ନାଁରେ ଥିବା ବାଲିଘାଟକୁ ପ୍ରଶାସନ ରଦ୍ଦ କରିଛି। ସେହିପରି ଡି’ ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କ ନାଁରେ ଥିବା ଦୁଇଟି ବାଲି ଘାଟ ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ ପେସାଦାର ଅପରାଧୀଙ୍କ ଜାମିନଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। କୌଣସି ଅପରାଧୀ ଯଦି ଜାମିନରେ ଆସି ପୁଣି ଅପରାଧ ଘଟାଏ ତେବେ ସମ୍ପୃକ୍ତ ଜାମିନଦାର ତାଙ୍କୁ ଆଣି କୋର୍ଟରେ ହାଜର କରାଇବେ ଓ ପେସାଦାର ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ପୋଲିସ ପଦକ୍ଷେପ ନିଆଯିବ ବୋଲି ଡିଜି କେ.ବି. ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story