ଡି’ ଲିଙ୍କ: ପୋଲିସ କାନ୍ଧରେ ବନ୍ଧୁକ ଥୋଇ ବିଜେଡିକୁ ଟାର୍ଗେଟ କଲେ ଲୁଲୁ

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କ୍‌ର ଗୁମର ଖୋଲିବାକୁ ନିଜ ଆଡୁ ପୋଲିସକୁ ଆହ୍ୱାନ ଦେଇଛନ୍ତି। ଲୁଲୁ ସିଧାସଳଖ ବିଜେଡି ନେତାଙ୍କ ଆଡ଼କୁ ଇଙ୍ଗିତ କରି ନ ଥିଲେ ବି ପୋଲିସକୁ ଆହ୍ୱାନ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେଡି ପକ୍ଷରୁ ଏହାର ଉତ୍ତରରେ ଲୁଲୁ କହିବା ପରିବର୍ତ୍ତେ ପ୍ରମାଣ ଥିଲେ ପ୍ରକାଶ କରନ୍ତୁ ବୋଲି […]

d-brothers-lulu

d-brothers-lulu

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 05:41 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଡି’ ବ୍ରଦର୍ସଙ୍କ ପଲିଟିକାଲ ଲିଙ୍କ୍‌ର ଗୁମର ଖୋଲିବାକୁ ନିଜ ଆଡୁ ପୋଲିସକୁ ଆହ୍ୱାନ ଦେଇଛନ୍ତି। ଲୁଲୁ ସିଧାସଳଖ ବିଜେଡି ନେତାଙ୍କ ଆଡ଼କୁ ଇଙ୍ଗିତ କରି ନ ଥିଲେ ବି ପୋଲିସକୁ ଆହ୍ୱାନ କରି ବିଜେଡିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେଡି ପକ୍ଷରୁ ଏହାର ଉତ୍ତରରେ ଲୁଲୁ କହିବା ପରିବର୍ତ୍ତେ ପ୍ରମାଣ ଥିଲେ ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ ବିଜେପି ପଲିଟିକାଲ ଲିଙ୍କର ଏସ୍‌ଆଇଟି ତଦନ୍ତ କରିବାକୁ ଦାବି କରିଛି।

ଡି’ ବ୍ରଦର୍ସ ଗିରଫ ହେବା ପରେ ଏକାଧିକ ରାଜନେତା ଓ ମନ୍ତ୍ରୀଙ୍କ ସହ ସେମାନଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଡି’ ବ୍ରଦର୍ସଙ୍କ ଘରୁ ମିଳିଥିବା ଏକ ଡାଏରୀରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ନାମ ଥିବା ଜଣାପଡିଥିଲା। ତେବେ ଆଜି ପର୍ଯ୍ୟନ୍ତ ପୋଲିସ ଉକ୍ତ ଡାଏରୀର ଖୁଲାସା କରୁନାହିଁ। ଏବେ ଡି’ ବ୍ରଦର୍ସ ଲିଙ୍କ୍‌ ଘଟଣାକୁ ନେଇ ମାରିକ-ଅନାଦୀ ବିବାଦ କୋର୍ଟରେ ରହିଛି। ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସହ ଡି’ ବ୍ରଦର୍ସଙ୍କ ଲିଙ୍କ ନେଇ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଲୁଲୁ ପୋଲିସ୍‌କୁ ମାଧ୍ୟମ କରି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ପୂର୍ବରୁ ଲୁଲୁ କହିଥିଲେ, ସେ ସୁଶୀଲକୁ ଅନେକ ବର୍ଷରୁ ଜାଣନ୍ତି।

ଲୁଲୁ ମହାପାତ୍ର କହିଛନ୍ତି, “ଅମେ ଯେଉଁ ପଲିଟିକାଲ ଲୋକେ ତା’ କାର୍ଯ୍ୟକ୍ରମକୁ ଯାଇଥିଲୁ ଓ ଫଟୋ ବିଭିନ୍ନ ଗଣମାଧ୍ୟମରେ ଆସିଥିଲା, ଆମମାନଙ୍କୁ ଡାକି ପଚରାଯିବାର ଅଛି। କଟକ ଗଳିକନ୍ଦିରେ ଚର୍ଚ୍ଚା ହେଉଛି, ଦୁଇଭାଇଙ୍କ ସହ କାହାର ଲିଙ୍କ୍‌ ଥିଲା। ଗତ ଦୁଇଟି ନିର୍ବାଚନରେ ସେମାନେ କାହାକୁ ସାହାଯ୍ୟ କରିଥିଲେ, କାହା ରାଲିରେ ଯାଉଥିଲେ ସମସ୍ତଙ୍କୁ ଜଣା। ଓଡ଼ିଶାବାସୀଙ୍କ ମଧ୍ୟ ଜାଣିବା ଦରକାର ଦୁଇଭାଇଙ୍କ ସହ କାହାର ଲିଙ୍କ ଥିଲା ଓ କାହାର ନ ଥିଲା।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଧଳ ସାମନ୍ତ ବିଜେଡି ବୈଠକରେ ବସୁଥିଲା, ମିଟିଂରେ ଭାଷଣ ଦେଉଥିଲା, ଜନ ସମ୍ପର୍କ ଯାତ୍ରାରେ ସାମିଲ ହେଉଥିଲା ଓ ଲୋକ ଯୋଗାଉ ଥିଲା। ସେ ବିଜେଡିର କର୍ମକର୍ତ୍ତା। ସେମାନଙ୍କ ସହ ବିଜେଡି ବିଧାୟକ, ମନ୍ତ୍ରୀ ଓ ବହୁ ଲୋକଙ୍କ ଲିଙ୍କ ଅଛି। ତୁରନ୍ତ ଏକ ଏସ୍‌ଆଇଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ। ଯେଉଁ ତଦନ୍ତ ଚାଲିଛି ସେଥିରେ ସତ୍ୟ ଉଦ୍‌ଘାଟନ ହେବନାହିଁ ଆମେ ବିଶ୍ୱାସ କରୁଛୁ।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “କିଏ କ’ଣ ତଦନ୍ତ କରିବାକୁ ଦାବି କରିଦେଲେ ଏସ୍‌ଆଇଟି ଗଠନ କରିଦିଆଯିବ ନାହିଁ। ବିଜେଡିର କିଛି ସମ୍ପୃକ୍ତି ନାହିଁ କି ଅଡୁଆରେ ପଡିବାର ନାହିଁ। ଲୁଲୁ ବାବୁଙ୍କ ପାଖରେ ଯଦି ବିଜେଡିକୁ ପକାଇବା ଭଳି କିଛି ଥାଆନ୍ତା ସେ କହି ସାରନ୍ତେଣି, ପୋଲିସକୁ ଡାକିବା ଯାଏ ଅପେକ୍ଷା କରି ନ ଥାଆନ୍ତେ।

ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ଯେଉଁମାନଙ୍କ ଅପରାଧିକ ସମ୍ପୃକ୍ତି ନଜରକୁ ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନ୍ତୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story