କଂଗ୍ରେସରେ ‘ଦିଲ୍ଲୀ ନେତା ଗୋ ବ୍ୟାକ୍’ ସ୍ଲୋଗାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଦଳର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ବୈଠକ ଚାଲିଥିବା ବେଳେ ଛାତ୍ର କଂଗ୍ରେସର କିଛି କର୍ମୀ ସେଠାରେ ଧଶେଇ ପଶିଥିଲେ। ସେମାନେ ଦିଲ୍ଲୀ ନେତା ଗୋ’ ବ୍ୟାକ୍ ସ୍ଲୋଗାନ ଦେଇଥିଲେ। ଦିବଗଂତ ନେତା ଲୁଲୁ ମହାପାତ୍ରଙ୍କ ଅନ୍ତେଷ୍ଟିରେ ଏଆଇସିସିର କୌଣସି ସଦସ୍ୟ ସାମିଲ ହୋଇନଥିବାରୁ ଛାତ୍ର କଂଗ୍ରେସ କର୍ମୀମାନେ ତା’ର ପ୍ରତିବାଦ କରିଥିଲେ। ରୋଷର ମାତ୍ରା ଏତେ […]

congress

congress

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 10:13 PM IST

Sports

Latest News

congressଭୁବନେଶ୍ୱର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଦଳର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ବୈଠକ ଚାଲିଥିବା ବେଳେ ଛାତ୍ର କଂଗ୍ରେସର କିଛି କର୍ମୀ ସେଠାରେ ଧଶେଇ ପଶିଥିଲେ। ସେମାନେ ଦିଲ୍ଲୀ ନେତା ଗୋ’ ବ୍ୟାକ୍ ସ୍ଲୋଗାନ ଦେଇଥିଲେ। ଦିବଗଂତ ନେତା ଲୁଲୁ ମହାପାତ୍ରଙ୍କ ଅନ୍ତେଷ୍ଟିରେ ଏଆଇସିସିର କୌଣସି ସଦସ୍ୟ ସାମିଲ ହୋଇନଥିବାରୁ ଛାତ୍ର କଂଗ୍ରେସ କର୍ମୀମାନେ ତା’ର ପ୍ରତିବାଦ କରିଥିଲେ। ରୋଷର ମାତ୍ରା ଏତେ ଥିଲା ଯେ ଭବିଷ୍ୟତରେ ଏଆଇସିସି ପ୍ରତିନିଧିଙ୍କୁ ଅଣ୍ଡାମାଡ଼ କରିବାକୁ ଧମକ ଦେବାକୁ ପଛାଇ ନ ଥିଲେ ଛାତ୍ର କଂଗ୍ରେସ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story