ବିଭିନ୍ନ ସ୍ଥାନରେ ଦୀପାବଳୀରେ ଅଘଟଣ

ଭୁବନେଶ୍ୱର: ସାରା ରାଜ୍ୟରେ ଉତ୍ସାହ ଉଦ୍ଦିପନାର ସହ ଆଲୋକର ପର୍ବ ଦୀପାବଳୀ ପାଳିତ ହୋଇଯାଇଛି। ହେଲେ ବାଣ ଫୁଟା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଦୀପାବଳୀ ଅଘଟଣରେ ରାଜ୍ୟରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଦୀପାବଳୀ ପାଳନ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ବାଲିପଟା ଗାଁର। ଲିଚୁ ଲଗାଉ ଥିବା ବେଳେ […]

diwali1

diwali1

Rakesh Mallick
  • Published: Sunday, 30 October 2016
  • Updated: 31 October 2016, 08:38 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ଉତ୍ସାହ ଉଦ୍ଦିପନାର ସହ ଆଲୋକର ପର୍ବ ଦୀପାବଳୀ ପାଳିତ ହୋଇଯାଇଛି। ହେଲେ ବାଣ ଫୁଟା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ଦୀପାବଳୀ ଅଘଟଣରେ ରାଜ୍ୟରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ଦୀପାବଳୀ ପାଳନ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ବାଲିପଟା ଗାଁର। ଲିଚୁ ଲଗାଉ ଥିବା ବେଳେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ୱରରେ ଦୀପାବଳୀ ପାଳନ ବେଳେ ବାଣ ଫୁଟି ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରୀ ଦୀପନିଆଁରୁ ଅଗ୍ନିକାଣ୍ଡ ଘଟି  ଗଣ୍ଡମୁଣ୍ଡାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ନିଆଁରୁ ରାଜଧାନୀର ୧୫ଟି ସ୍ଥାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଏହି ନିଆଁକୁ ଆୟତ୍ତ କରିଥିଲେ।

ଭଦ୍ରକ ଜିଲ୍ଲା ସାହାପୁର ଓ ତିହିଡିର ପାଳିଆବାନ୍ଧାରେ ବାଣ ଫୁଟି ୨ ଜଣ ଆହତ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାର ପେଣ୍ଟା ଓ ହାଲୁଆରେ ବାଣ ବିସ୍ଫୋରଣରେ ୪ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି ବାଣ ନିଆଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଘର ଜଳି ଯାଇଛି। ପୁରୀ ଜିଲ୍ଲା ବାଲିପାଟଣା ବ୍ଲକ ରାଜସ ଗାଁରେ ବାଣ ନିଆଁରେ ୫ ବଖରା ଜଳିଯାଇଥିବା ବେଳେ କଟକ ଜିଲ୍ଲା ନିଶ୍ଚିତକୋଇଲିର ବୁହାଳୋ ଗାଁରେ ୩ ବଖରା ଜଳିଯାଇଛି।

କେନ୍ଦ୍ରାପଡ଼ାର ବଡ଼ହାଟରେ ଏକ ବଖରା ଘର ଘଣ ଜଳିଯାଇଥିବା ବେଳେ ଗରଦପୁର ବ୍ଲକର ଜୟପୁର, ସମସରାପାଟଣାରେ ବାଣ ନିଆଁରେ ୩ ବଖରା ଜଳିଯାଇଛି।

ନୟାଗଡ଼ ଜିଲ୍ଲା ରଣପୁରର ନୂଆପଲ୍ଲୀରେ ୨ଟି ପରିବାରର ୬ ବଖରା ଜଳି ଯାଇଛି।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୨ଟି ବାଣ ଦୋକାନ ପୋଡି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story